ସାମ୍ବାଦିକଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲେ ରାନୁ ,ପ୍ରଶ୍ନ ଶୁଣିକି ଉତ୍ତର ନଦେଇ ସେଓ ଖାଇଲେ ଏମିତି କହିଲେ ରାନୁ

ରାତାରାତି ଷ୍ଟେସନ ରୁ ଗୀତ ଛାଡି ସାରା ଭାରତୀୟ ଙ୍କ ମନ ଯିଣିନେଇଥିବା ରାନୁ ଙ୍କ ଆସ୍ତେ ଆସ୍ତେ ଅସଲ ଗୁମର ଖୋଲିବାରେ ଲାଗୁଚି I ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିବା ରାନୁ ଙ୍କ କଦର୍ଯ୍ୟ ବ୍ୟବହାର ଏବେ ଚର୍ଚା ଲାଗିଛି I ନିକଟରେ ରାନୁ ଏକ ଶପିଂ ମଲ ରେ ବୁଲୁଥିବା ସମୟରେ ଜଣେ ଜଣେ ପ୍ରସଂଶକ ରାନୁ ଙ୍କ ସହିତ ଫୋଟୋ ଉଠାଇବାକୁ ଚାହିଁଥିଲେ କିନ୍ତୁ ରାନୁ ଓଲଟା ତାଙ୍କୁ ଗାଳିକରି କହିଥିଲେ କି ସେ ଏବେ ସେଲେବ୍ରିଟୀ ,ତାଙ୍କୁ ଛୁଅଁନା ଯାହାର ଭିଡି଼ଓ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା I

ତେବେ ପୁଣିଥରେ ରାନୁଙ୍କ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଘଟଣା ଚର୍ଚା ଧରିଛି I ସୂଚନା ଅନୁଯାଇ ରାନୁ ଙ୍କୁ ଜଣେ ସାମ୍ବାଦିକ କିଛି ପ୍ରଶ୍ନ ପଚାରିଥିଲେ କିନ୍ତୁ ରାନୁ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ଦେବା ପରିବର୍ତେ ରାନୁ ବ୍ୟାଗ ରୁ ଖାଦ୍ୟପଦାର୍ଥ କାଢି ଖାଇଥିଲେ ନ ଶୁଣିଲା ଭଳି ସାମ୍ବାଦିକ ଙ୍କୁ ବ୍ୟବହାର କରିଥିଲେ ,ସାମ୍ବାଦିକ ଜଣଙ୍କ ପୁଣିଥରେ ପଚାରିବାରୁ କହିଥିଲେ କି କଣ କହୁଛ ମତେ ଶୁଭୁନି ଆଉଥରେ କୁହ I ଭିଡିଓ ଟି ଏବେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *