ଏମିତି ଏକ ସକାଳ ଆସିବ ବୋଲି କେହି ସ୍ୱପ୍ନରେ ବି ଭାବିନଥିଲେ I ଭାବନା ଠାରୁ ଖୁବ ଅଧିକ ଥିଲା ଫଳାଫଳ I ଡାକ୍ତର ପ୍ରିୟଙ୍କା ରେଡ୍ଡୀ ଙ୍କୁ ଯେଉଁଭଳି ଭାବରେ ଦୁଷ୍କର୍ମ କରି ଜିଅନ୍ତା ପୋଡି ଦିଆଯାଇଥିଲା ତାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହେଇଥିଲା I ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଫାସୀ ଦେବାକୁ ସବୁ ମହଲ ରେ ଦାବି କରାଯାଉଥିଲା ଏପରିକି ଅଭିଯୁକ୍ତ ର ମା ମଧ୍ୟ କହିଥିଲେ ମୋ ପୁଅକୁ ପୋଡି ଦିଆଯାଉ ଏପରି ପୁଅର ମା ହେବାକୁ ମୁଁ ଚାହିଁବିନି I
ମୋର ବି ଝିଅ ଅଛି ମୁଁ ବି ମା I ଆଜି ସକାଳୁ ଚାରି ଜଣଙ୍କୁ ଏନକାଉଣ୍ଟର ରେ ମାରିଦିଆଯାଇଥିବା ଘଟଣା ସାରା ଦେଶ ରେ ଖୁସି ଖେଳିଯାଇଛି I ସମସ୍ତେ ତେଲେଙ୍ଗାନା ପୋଲିସ ର ଏହି ନିଷ୍ପତି କୁ ସ୍ୱାଗତ କରୁଛନ୍ତି I ତେବେ ଆସନ୍ତୁ ଜାଣିବା ଏହି ଘଟଣା ର ରିଅଲ ହିରୋ ଙ୍କ ବିଷୟରେ ଅସଲ ହିରୋ ଙ୍କ ନାମ ବିଶ୍ୱନାଥ ସଜ୍ଜନର ଆଇପିଏସ I ସେ କର୍ଣ୍ଣାଟକ ହୁବୁଲି ର1996 ବ୍ୟାଚ ର I ହାଇଦ୍ରାବାଦ ରେ ପୋଷ୍ଟିଙ୍ଗ ପରେ ପ୍ରଥମେ ନାରୀ ମାନଙ୍କୁ ନ୍ୟାୟ ଦେବାକୁ ଶପଥ ନେଇଥିଲେ ଏହି ଦବଂଗ ଅଫିସର I ଏପରିକି ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବରେ ତାଙ୍କର ବହୁତ ଭଲ ନା ଅଛି ପୂର୍ବରୁ ଜଣେ ଯୁବତୀ ଙ୍କୁ ଏସିଡ ପକାଇବା ଘଟଣାରେ ସିଧା ଏନ୍କାଉଣ୍ଟର କରିଦେଇଥିଲେ ଏହି ଦବଙ୍ଗ ଅଫିସର I
ତେବେ ଗତକାଲି ର ଘଟଣା ଥିଲା ପୁରା ନିଆରା I ସୂଚନା ଅନୁଯାଇ ଚାରି ଅଭିଯୁକ୍ତ ଙ୍କୁ ସେଠାକୁ ନିଆଯାଇଥିଲା ଘଟଣା ର ଯାଞ୍ଚ କରିବା ପାଇଁ ,କିନ୍ତୁ ସେମାନେ ପୋଲିସ କୁ ଚକମା ଦେଇ ଖସି ପଳାଉଥିଲେ I ଶେଷରେ ବାଧ୍ୟ ହେଇ ଚାରି ଜଣଙ୍କୁ ଏନକାଉଣ୍ଟର କରିଥିଲେ ଏହି ଦବଙ୍ଗ ଅଫିସର I
Long live I. P. S biswanath Sir, most welcome Telangana polis,
As the culprits escaped from they eskeped
Legal procedural justice.Hence they deserved encounter related consequences.
This is 100% justifiable.