Homeତାଜା ଖବରବିନା ହେଲମେଟ ରେ ବାଇକ ରେ ବୁଲୁଛନ୍ତି ସାଂସଦ ଅନୁଭବ , ଫାଇନ କଟିବ ତ...

ବିନା ହେଲମେଟ ରେ ବାଇକ ରେ ବୁଲୁଛନ୍ତି ସାଂସଦ ଅନୁଭବ , ଫାଇନ କଟିବ ତ !!

Published on

spot_img

ପୁଣି ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି I ଏଥରକ କିନ୍ତୁ ନିୟମ ନ ମାନିବା କାରଣରୁ I ନିଜେ ଜଣେ ଜନପ୍ରତିନିଧି ହେଇ ମଧ୍ୟ ରାସ୍ତାରେ ଖୁଲମ ଖୁଲା ବିନା ହେଲମେଟ ରେ ଜଣଙ୍କୁ ବସାଇ ବାଇକ ରେ ବୁଲୁଛନ୍ତି ସାଂସଦ ,ଯାହାର ଫୋଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି I ଘଟଣା ନେଇ କୌଣସି ସ୍ପଷ୍ଟ ଖବର ମିଳିନଥିଲେ ମଧ୍ୟ ପାରିପାର୍ଶିକ ନଜର ରୁ ଏହା କୌଣସି ଏକ ଗ୍ରାମାଞ୍ଚଳ ରାସ୍ତା ର ନଜିର ଆସୁଛି ,ତେବେ ଏନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ପ୍ରତିକ୍ରିୟା ଦେଖାଯାଉଛି ଏବଂ ସାଂସଦ ନିଜ ପ୍ରତିକ୍ରିୟା ରଖିବାକୁ ଦାବି ହେଉଛି I

ନିକଟରେ ବାବୁଶାନ ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ପୋଲିସ କମିଶନ ତରଫରୁ ତାଙ୍କୁ ଫାଇନ ଆଦାୟ କରାଯାଇଥିଲା ଭିଡିଓ ଦେଖି ,ଏବେ ବାକି ରହିଲା ଅନୁଭବ ଙ୍କ କ୍ଷେତ୍ର ରେ ଘୁରି ବୁଲୁଥିବା ଏହି ଫୋଟୋ ର ଯାଞ୍ଚ ସଂଶୋଧିତ ମୋଟର ଯାନ ଅଧିନିୟମ ଅନୁଯାୟୀ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି I ଏପରିକି କିଛିଦିନ ତଳେ ପରିବହନ ମନ୍ତ୍ରୀ ଘୋଷଣା କରିଥିଲେ ବାଇକ ପଛରେ ବସିଲେ ମଧ୍ୟ ହେଲମେଟ ବାଧ୍ୟତାମୂଳକ I ସୂଚନା ଥାଉ କି କିଛିଦିନ ଧରି ଲଗାତାର ଭାବେ ବିବାଦ ରେ ଫସିଆସିଛନ୍ତି ଅନୁଭବ ,ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ,ଜଣେ ପୋଷ୍ଟର ବ୍ୟବସାୟୀ ଙ୍କ 11ଲକ୍ଷ ଟଙ୍କା ଟଙ୍କା ଠକେଇ ଭଳି ଘଟଣାରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି I

Latest articles

ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ ଆପଣେଇ ମାଟି ମାଆ କୁ ସହରୀ ଜୀବନ ସଙ୍କଟ ରେ ଏଠି ରୋଗୀ ସେବା ଖାଲି ନାଆଁ...

ବଜ୍ରପାତରେ ଦୁଇଫାଳ ହେଇଗଲା ଗଛ ,ସନ୍ୟାସୀ ବାବା ଙ୍କୁ ବଞ୍ଚାଇଦେଲେ ଚଣ୍ଡି ମା

କୁହାଯାଏ ଡର କାହାକୁ ଭୟ କାହାକୁ ମା ଅଛି ଚାରି ବାହାକୁ I ଏମିତି ଏକ ଅଲୌକିକ ଘଟଣା...

ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି...

ବ୍ଲକ ପରିସରରୁ ଶାଗୁଆନ ଗଛ ଚୋରି ଘଟଣା ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ

ସତ୍ୟବାଦୀ ବ୍ଲକ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ ଚୋରି ଘଟଣାରେ ସମିତି ଅଧ୍ୟକ୍ଷାଙ୍କ ସମେତ ୩...

More like this