ପୁଣି ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି I ଏଥରକ କିନ୍ତୁ ନିୟମ ନ ମାନିବା କାରଣରୁ I ନିଜେ ଜଣେ ଜନପ୍ରତିନିଧି ହେଇ ମଧ୍ୟ ରାସ୍ତାରେ ଖୁଲମ ଖୁଲା ବିନା ହେଲମେଟ ରେ ଜଣଙ୍କୁ ବସାଇ ବାଇକ ରେ ବୁଲୁଛନ୍ତି ସାଂସଦ ,ଯାହାର ଫୋଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି I ଘଟଣା ନେଇ କୌଣସି ସ୍ପଷ୍ଟ ଖବର ମିଳିନଥିଲେ ମଧ୍ୟ ପାରିପାର୍ଶିକ ନଜର ରୁ ଏହା କୌଣସି ଏକ ଗ୍ରାମାଞ୍ଚଳ ରାସ୍ତା ର ନଜିର ଆସୁଛି ,ତେବେ ଏନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ପ୍ରତିକ୍ରିୟା ଦେଖାଯାଉଛି ଏବଂ ସାଂସଦ ନିଜ ପ୍ରତିକ୍ରିୟା ରଖିବାକୁ ଦାବି ହେଉଛି I
ବିନା ହେଲମେଟ ରେ ବାଇକ ରେ ବୁଲୁଛନ୍ତି ସାଂସଦ ଅନୁଭବ , ଫାଇନ କଟିବ ତ !!
