ଖରା ବେଶୀ ହେଲେ ହେବ ନାହିଁ କରୋନା ? କେତେ ସତ ?

କରୋନା କୁ ନେଇ ଚାରି ଆଡେ ସଚେତନତା ସହ ଗୁଜବ ଗୁଡିକ ମଧ୍ୟ ବଢି ବଢି ଚାଲିଛି
ଆଉ ଏ ଗୁଜବ କୁ ଅଟକାଇବା ପାଇଁ ସରକାର ମଧ୍ୟ କରିଛନ୍ତି ଏକ ଯୋଜନା ଯାହାର ନାମ ହେଉଚ୍ଛି PIB FACTCHECK
ସରକାର ଙ୍କ ଏହି ସେବା ମାଧ୍ୟମ ରେ ଆମେ ପଚାରିଥିଲୁ whatsapp ରେ ବୁଲୁଥିବା ଏହି କଥା କେତେ ସତ ଜେ ଖରା ହେଲେ କରୋନା ବ୍ୟାପି ପାରିବ ନାହିଁ |

ତେବେ ଏ ନେଇ PIB ଫେସବୁକ ରେ ମଧ୍ୟ ସୂଚନା ଦେଇଛନ୍ତି

ଆପଣ ତଳେ ଦେଖି ପାରୁଥିବେ ମିଳିଥିବା ଉତ୍ତର ଅନୁସାରେ କରୋନା ର ଗ୍ରୀଷ୍ମ ପ୍ରବାହ ସହ କୌଣସି ବି ସମ୍ପର୍କ ନାହିଁ

ଯେଉଁଥିରୁ ଆମେ ଜାଣିବାକୁ ପାଇଲୁ ଯେ ଖରା ସହ କରୋନା ବ୍ୟାପିବାର କୌଣସି ସମ୍ପର୍କ ନାହିଁ
ଦୟା କରି ମିଛ ଖବର କୁ ଫୋରୱାର୍ଡ କରନ୍ତୁ ନାହିଁ

ଏବଂ ଏହି ସତ୍ୟ ଆପଣଙ୍କ ବନ୍ଧୁ ଗଣ ଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *