UPSC ଟପ ଟେନ ରେ ଓଡ଼ିଆ ଝିଅ ସଞ୍ଜିତା ମହାପାତ୍ର

୨୦୨୦ ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC )ରେଜଲ୍ଟ ପ୍ରକାଶ ପଇସାରିଥିବା ବେଳେ ,ପ୍ରଦୀପ ସିଂହ ଟପ୍ପର ହୋଇଛନ୍ତି ଏବଂ ଟପ ଟେନ ରେ ଦୁଇ ଓଡ଼ିଆ ସ୍ଥାନ ପାଇଛନ୍ତି I ଅଭିଷେକ ସରାଫ ଅଷ୍ଟମ ସ୍ଥାନଏବଂ ସଞ୍ଜିତା ମହାପାତ୍ର ଦଶମ ସ୍ଥାନ ଅଧିକାର କରିଛନ୍ତି I ଏମାନଙ୍କ ସହିତ ଓଡିଶା ରୁ ଆହୁରି 4ଜଣ ଶ୍ରେଷ୍ଠ ୧୦୦ ଭିତରେ ସ୍ଥାନ ପାଇଛନ୍ତି I ତେବେ 10ସ୍ଥାନ ରେ ଥିବା ସଞ୍ଜିତା ଙ୍କୁ ନେଇ ଏବେ ଜୋରଦାର ଚର୍ଚା I ସଞ୍ଜିତା ପୂର୍ବରୁ 2017 ରେ ପ୍ରକାଶିତ ଓଏଏସ ପରୀକ୍ଷା ରେ ଦ୍ବିତୀୟ ଟପ୍ପର ହେଇଥିଲେ I

 

ପୁନର୍ବାର ସଞ୍ଜିତା ଙ୍କ ଏଭଳି ସଫଳତା ରେ ସାରା ଓଡ଼ିଶାରେ ଖୁସି ର ଲହରୀ ଖେଳିଯାଇଛି I ସୂଚନା ଥାଉ କି ସେ ଇଞ୍ଜିନିଅରିଂ ପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ ଯୋଗଦେଇଥିଲେ ଏବଂ ପରେ ପ୍ରସାଶନିକ ସେବା ରେ ଯୋଗ ଦେବାକୁ ଚାକିରୀ ଛାଡିଥିଲେ I

Leave a Reply

Your email address will not be published. Required fields are marked *