ନିକଟରେ ହାଇଦ୍ରାବାଦ ଘଟଣା ସାରା ଦେଶକୁ ଚହଲାଇ ଦେଇଥିବା ବେଳେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ିବାରେ ଲାଗିଛି I ଡାକ୍ତରୀ ଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଇଥିବା ଚାରି ଅଭିଯୁକ୍ତ ଙ୍କୁ ଯେଉଁଭଳି ଭାବରେ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଲା ତାହାକୁ ନେଇ ସବୁ ମହଲ ରେ ସ୍ୱାଗତ କରାଯାଉଛି I
odisha exclusive