କୁହାଯାଏ ନାମରୁ ବ୍ୟକ୍ତିର ସ୍ଵଭାଵ ଏବଂ ପ୍ରକୃତି ଜଣାପଡ଼ିଯାଇଥାଏ , ତେବେ ଆଜି ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷର S ରୁ ଆରମ୍ଭ ହେଇଥିବା ପୁଅ ବା ଝିଅ ଙ୍କ ବ୍ୟକ୍ତିତ୍ୱ ବିଷୟରେ I
1) ଦେଖିବାକୁ ବହୁତ ସ୍ମାର୍ଟ ଏବଂ ସୁନ୍ଦର ହେଇଥାନ୍ତି ଏବଂ ଏମାନଙ୍କ ହୃଦୟ ମଧ୍ୟ ଏମାନଙ୍କ ଠୁ ଅଧିକ ସ୍ମାର୍ଟ ହେଇଥାଏ I
2) ଏମାନେ ଅଧିକ କଠିନ ପରିଶ୍ରମ କରିବାକୁ ଭଲ ପାଆନ୍ତି I
3) ନିଜ କାମ ନିଜ ଅନୁସାରେ କରିବାକୁ ଭଲ ପାଆନ୍ତି I
4) ଏମାନେ ନିଜ ଭାବ କୁ ସଠିକ ଭାବରେ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି ନାହିଁ I
5) ଏମାନେ ପ୍ରତିଭାଶାଳୀ ଅଟନ୍ତି I
7) ବିପଦ ରେ ପଡିଥିବା ବନ୍ଧୁ ଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି I
8) ସ୍ଵଭାଵ ରେ ଏମାନେ ଭାରି ଜିଦଖୋର ,ଯାହାଦ୍ୱାରା ଏମାନଙ୍କୁ ଅନ୍ୟ ମାନେ ଖରାପ ଭାବିଥାନ୍ତି I
9) ଯେ କୌଣସି ପରିସ୍ଥିତି କୁ ଏମାନେ ଖୁବ ଶୀଘ୍ର ବୁଝିପାରନ୍ତି I
10 ) CARRIER ପ୍ରତି ସବୁବେଳେ ଟେନସନ ରେ ଥାନ୍ତି I
11) ଯେ କୌଣସି କର୍ମ ସଂସ୍ଥାନ ରେ ରୁହନ୍ତି ନିଜ ମାଲିକ ପ୍ରତି ସଚୋଟ ଏବଂ ବିଶ୍ୱାସ ଭାବରେ କାମ କରନ୍ତି I
12) ନିଜ କାମ କିପରି ହାସଲ କରିହେବ ଏମାନଙ୍କୁ ଭଲ ଭାବରେ ଜଣା I
13) ପ୍ରେମ ମାମଲା ରେ ଏମାନେ ଭାରି ସ୍ୱାର୍ଥପର ,ଏମାନଙ୍କ ଭଲପାଇବା କୁ ଆଉ କିଏ ଜାଣୁ ଏମାନେ ସହ୍ୟ କରିପାରନ୍ତି ନାହିଁ I ଅନ୍ୟ କାହା ସହିତ ନିଜ ପ୍ରେମ କୁ SHARE କରିପାରନ୍ତି ନାହିଁ I
14) ଏମାନେ ବହୁତ ହସ ଖୁଶ ମିଜାଜ ର I
15) ସ୍ଵଭାଵ ରେ ଏମାନେ ଭାରି କଂଜୂସ ଅଟନ୍ତି I
16) ଅନ୍ୟ ମାନଙ୍କ ଆଗରେ ନିଜର ବଡ଼ିମା ଦେଖେଇହେବା ଏମାନଙ୍କ ସ୍ଵଭାଵ
17) ବନ୍ଧୁ ମାନଙ୍କ ପାଇଁ ଏମାନେ ଭାରି ବଫାଦର ଅଟନ୍ତି I
18) ଅଧିକ ରୁ ଅଧିକ ଲୋକଙ୍କ ସହିତ ମିଶିବାକୁ ଏମାନେ ଭଲ ପାଆନ୍ତି I
19) କିଛି ନୂଆ କରିବାକୁ ଚେଷ୍ଟା କରି ଏମାନେ ଅଧିକାଂଶ ସମୟ ଭୁଲ କରିଥାନ୍ତି I