ଅଧା ରେ ରହିଗଲା ମା’ତାରିଣୀଙ୍କ ଦର୍ଶନ । ଦୁର୍ଘଟଣାସ୍ଥଳରେ  ଶେଷ ହେଇଗଲା ପରିବାର 

 ଆଜି ମକର ସଂକ୍ରନ୍ତି ଅବସରରେ ମା’ତାରିଣୀଙ୍କ ଦର୍ଶନ ପାଇଁ ଗୋଟିଏ ବାଇକରେ ସ୍ବାମୀ, ସ୍ତ୍ର ଓ ୧୦ ବର୍ଷର ପୁଅ ଯାଉଥିବା  ବେଳେ ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ କୋଳିମାଟି ନିକଟରେ  ଏକ ଟ୍ରକ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା ।    ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା।

ଦୁର୍ଘଟଣାସ୍ଥଳରେ ଭିଡ ଜମିବାରୁ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା।
 

Leave a Reply

Your email address will not be published. Required fields are marked *