108 ଆମ୍ବୁଲାନ୍ସ କର୍ମଚାରୀଙ୍କ ନିଆରା ପ୍ରତିବାଦ:- ସମଲେଶ୍ବରୀ ମନ୍ଦିରରେ ଭିକ୍ଷା ମାଗିଲେ

ଗତ ୨୦ ଦିନ ହେଲା ସମ୍ବଲପୁରରେ ଚାଲିଛି  ଆନ୍ଦୋଳନ, ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ବେଳେ ଏସ୍ମା ଲାଗୁ କରି ୩୭୫ରୁ ଅଧିକ କର୍ମଚାରୀ ଙ୍କୁ ଗିରଫ କରିଛି ପୋଲିସ I ଆନ୍ଦୋଳନରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫର ଅଭିନବ ପ୍ରତିବାଦରେ ସମଲେଶ୍ବରୀ ମନ୍ଦିର ସମ୍ମୁଖରେ ଧାଡିରେ ବସି ​ଭିକ ମାଗିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ Iସରକାର ସେମାନଙ୍କ ଦାବି ପୂରଣ କରୁ ନ ଥିବା ବେଳେ ଆଜି ଏହିଭଳି ଏକ ଅଭିବନ ଭାବରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 

Leave a Reply

Your email address will not be published. Required fields are marked *