​ଅଚଳ ନୋଟ ପାଇଁ ରିଜର୍ଭ ବ୍ୟାଙ୍କ୍ କୁ ଅନୁରୋଧ କରିବ ଶ୍ରୀ ମନ୍ଦିର ପ୍ରଶାସନ

ଶ୍ରୀ ମନ୍ଦିର ରୁ ବାହାରିଥିବା ବିଦେଶୀ ଅଚଳ ମୁଦ୍ରା କୁ ନେଇ ତର୍ଜମା ଜାରି ରହିଛି। ପରିଚାଳନା କମିଟି ରେ ଉପସ୍ଥାପନା  କରିବା ପାଇଁ ସ୍ଥିର କର ଯାଇ ଥିଲେ ମଧ୍ୟ ଏ ବାବଦରେ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ କୁ ଅବଗତ କରାଇବା ପାଇଁ ସ୍ଥିର ହୋଇଛି। ପରିଚାଳନା କମିଟି ଏ ଯାବତ ଗଠିତ ହୋଇନଥିବାରୁ ରିଜର୍ଭ ବ୍ୟାଙ୍କ୍ ସହ ଯୋଗ ଯୋଗ କରି ଏହାକୁ ବଦଳାଇବା ପାଇଁ ବ୍ୟବସ୍ଥା କରାଯିବାକୁ ଚିନ୍ତା କର ଯାଇଛି। ଅନ୍ୟ ପଟେ ଆଜି ବି ଅଚଳ ମୁଦ୍ରା ହୁଣ୍ଡି ରେ ପଡ଼ୁଚି।

‌ଏଣୁ ପ୍ରଥମେ ଯୋଉ ଅଚଳ ନୋଟ ର ପରିମାଣ ୧୮ ଲକ୍ଷ ଥିଲା ତାହା କ୍ରମଶଃ ବଢ଼ି ବଢ଼ି ଚାଲିଛି। ଦୁଇ ଦୁଇ ଥର ରେଜେର୍ଭେ ବ୍ୟାଙ୍କ୍ ଫେରେଇ ଦେଇଥିବାରୁ ଏହି ଭାରତୀୟ ଅଚଳ ମୁଦ୍ରା ଆଉ ପାଠ ଯିବ ନାହିଁ,ତେବେ ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ୍ କୁ ଅନୁରୋଧ କରାଯିବ

Leave a Reply

Your email address will not be published. Required fields are marked *