ବଲାଙ୍ଗୀର ଜିଲା ରେ ଲଜ୍ୟା :-କାମାନ୍ଧ ପଡୋଶୀ ର ପାସବିକତା ସୀମା ଟପିଗଲା ସବୁ ବର୍ବରତା I ମିଳିଥିବା ସୂଚନା ଅନୁଯାଇ ବଲାଙ୍ଗୀର ଜିଲା ପାଟଣା ଗଡ ଯୋଗୀ ମୁଣ୍ଡା ରେ 45 ବର୍ଷୀୟ ମେହେର ନିଜ ପଡୋଶୀ ଘରେ କେହି ନଥିବା ବେଳେ ସାଢେ ତିନି ବର୍ଷର ଶିଶୁ କନ୍ୟାକୁ ଚକଲେଟ ଲୋଭ ଦେଖାଇ ଘରକୁ ଡାକି ଦୁଷ୍କର୍ମ କରିଥିଲା I
ରକ୍ତ ଜୁଡୁବୁଡୁ ଛୋଟ ଝିଅଟି ବାପା ମା ପହଂଚିବା ପରେ ଏନେଇ କହିବା ପରେ ଅଂଚଳରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା I ଏନେଇ ପରିବାର ଲୋକେ ଥାନା ରେ ଅଭିଯୋଗ ଦେବା ପରେ ପୋଲିସ ଅଭିଯୁକ୍ତ ମେହେର କୁ ଗିରଫ କରିଛି I