ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା,

ସୁନ୍ଦରଗଡ଼ ବୀରମିତ୍ରପୁର ଅନ୍ଦାରୀ ଗାଁରେ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା,ବନ୍ଦ ଘରେ ପଡ଼ି ରହିଛି ଉଭୟଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ I


ପାରିବାରିକ କଳହରୁ ପତ୍ନୀକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା  ସ୍ବାମୀ,  କୁଆରମୁଣ୍ଡା ଗାଁର ସକାଶ କାଣ୍ଡୋଲିନା ତାଙ୍କ ପତ୍ନୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା। ପରେ ନିଜେ ବେକରେ ରଶି ଲାଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।  ବୀରମିତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *