୫ ଓଡ଼ିଆ ଙ୍କୁ ପଦ୍ମଶ୍ରୀ ପୁରସ୍କାର

୬୯ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ର ସରକାର  ଙ୍କ ତରଫରୁ ଉଲ୍ଲେଖନୀୟ କାର୍ଯ୍ୟ ଓ ସେବା ପାଇଁ 

 ୮୫ ଜଣଙ୍କୁ  ପଦ୍ମଶ୍ରୀ ପୁରସ୍କାର ରେ ମନୋନୀତ କରାଯାଇଛି ସେଥିମଧ୍ୟରୁ  ୫  ଜଣ ଓଡ଼ିଆ ଙ୍କୁ  ସ୍ଥାନ  ମିଳିଛି +। ଓଡ଼ିଶାରୁ ଜନସେବା ପାଇଁ ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ସାହିତ୍ୟ ଓ ଶିକ୍ଷା ପାଇଁ ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥ, ସ୍ଥାପତ୍ୟ ପାଇଁ ଶିଳ୍ପୀ ପ୍ରଭାକର ମହାରଣା ଏବଂ କଳା ଓ ହସ୍ତତନ୍ତ କ୍ଷେତ୍ରରେ ଗୋବର୍ଦ୍ଧନ ପାଣିକା, ସିନେମା କ୍ଷେତ୍ରରେ ମହାରାଷ୍ଟ୍ରରୁ ଓଡ଼ିଶାର ପୁଅ ଶିଶିର ପୁରୁଷୋତ୍ତମ ମିଶ୍ର ଙ୍କ ନାମ  ପଦ୍ମଶ୍ରୀ ପୁରସ୍କାର  ପାଇଁ  ଘୋଷଣା କରାଯାଇଛି  I

Leave a Reply

Your email address will not be published. Required fields are marked *