ରମାଦେବୀ ଦ୍ୱିତୀୟ କ୍ୟାମ୍ପସ ପ୍ରସଙ୍ଗ: ବାଣୀବିହାର ଭିସି ଅଫିସ ରେ ଥିବା ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଲେ କ୍ଷୁବ୍ଧ ଛାତ୍ର

 

ଉତ୍କଳ ବିଶ୍ୱବିଦ୍ୟାଳୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ କରିବାଲାଗି ହେଇଥିବା ନିଷ୍ପତିକୁ ବିରୋଧ କରି ବାଣୀବିହାରର ସ୍ୱାର୍ଥ ରକ୍ଷା ପାଇଁ ବିଭିନ୍ନ ଛାତ୍ର ସଂଗଠନଗୁଡିକ ଏକତ୍ରିତ ହେଇ ଶାନ୍ତିପୂର୍ଣ ଉପାୟରେ ଆନ୍ଦୋଳନ କରିଥିଲେ ଏହାକୁ ସମର୍ଥନ ଜଣାଇ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା,କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ କିନ୍ତୁ ଶୁକ୍ରବାର ଦିନ ଭି ସି ଅଫିସ ଆଗରେ ଥିବା ଆମ୍ବୁଲାନସ କୁ ଜାଳି ଦେବା ସହ ପରିସରରେ ଥିବା ଅନେକ ଜିନିଷ ଭଙ୍ଗାରୁଜା କରିଥିଲେ |

Leave a Reply

Your email address will not be published. Required fields are marked *