ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ  ଦୁବୃର୍ତ୍ତମାନଙ୍କ  ଆକ୍ରମଣ

ଗତକାଲି ବିଳମ୍ବିତ ରାତିରେ ଗାଡିରେ ଯାଉଥିବା ବେଳେ ବରଗଡ ଜିଲ୍ଲାର ସୋହେଲା ଥାନା ଅନ୍ତର୍ଗତ ବନବିରାଠାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ  ଦୁବୃର୍ତ୍ତମାନେ ଆକ୍ରମଣ  କରିଛନ୍ତି  । ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ବଲପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ସୁବ୍ରତଙ୍କ ସମେତ ୪ ଜଣ  ଗୁରୁତର ଆହତ ହେଇଛନ୍ତି I ଘଟଣାର ସବିଶେଷ ଜଣାପଡ଼ିନଥିଲେ ମଧ୍ୟ ବିଜେପୁର ରାଜନୈତିକ ପରିସ୍ଥିତି କୁ ନେଇ ଏପରି ଘଟିଥାଇ ପାରେ ବୋଲି ସମିକ୍ଷକଃ ମାନେ ମତ ଦେଇଛନ୍ତି I ପୋଲିସ ତଦନ୍ତ ଚଳାଇଛି Iବିଜେଡି କହିଲା ବିଜେପି  ଏପରି କରିଛି ଅନ୍ୟପଟେ ବିଜେପି ଏହାକୁ ଖଣ୍ଡନ କରିଛି ଏବଂ  ହିଂସାରେ ବିଜେପି ବିଶ୍ୱାସ ରଖେନି ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ୍ତ

Leave a Reply

Your email address will not be published. Required fields are marked *