ମନମୋହନ ଙ୍କ ଜୀବନୀକୁ ନେଇ ତିଆରି ହେଉଛି ଫିଲ୍ମ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’

ମୁମ୍ବାଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ଜୀବନୀକୁ ନେଇ ତିଆରି ହେଉଛି ଫିଲ୍ମ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ । ଏହି ଫିଲ୍ମଟି ସଞ୍ଜୟ ବରୁ ଲେଖିଥିବା ବହିରୁ ଅନୁପ୍ରାଣିତ ହୋଇ ନିର୍ମାଣ କରାଯାଉଥିବା ବେଳେ ମନମୋହନ ସିଂଙ୍କ ଭୂମିକାରେ ନଜର ଆସୁଛନ୍ତି ବର୍ଷିୟାନ ଅଭିନେତା ଅନୁପମ ଖେର୍‌ । ପୂର୍ବରୁ ଅନୁପମ ଖେର୍‌ଙ୍କ ଫିଲ୍ମରେ ଥିବା ପ୍ରଥମ ଦୃଶ୍ୟ ରିିଲିଜ ହୋଇ ସାରିଥିବା ବେଳେ ତାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି

Leave a Reply

Your email address will not be published. Required fields are marked *