Home ଗୃହସ୍ଥି ସକାଳେ ତୁଳସୀ ଗଛ ରେ ଜଳ ଦେଲା ବେଳେ ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର: ସବୁ...

ସକାଳେ ତୁଳସୀ ଗଛ ରେ ଜଳ ଦେଲା ବେଳେ ଉଚ୍ଚାରଣ କରନ୍ତୁ ଏହି ମନ୍ତ୍ର: ସବୁ ଇଛା ପୂରଣ ହେବ।

ଆମ ଭାରତରେ ତୁଳସୀ ଗଛକୁ ବହୁତ୍ ମହତ୍ଵ ଦିଆଯାଏ।ତୁଳସୀ ତିନି ପ୍ରକାର ପୃଷ୍ଟ ତୁଳସୀ,ଧଳା ତୁଳସୀ ଏବଂ ରାମ ତୁଳସୀ।ଏଥି ମଧ୍ୟରୁ ପୃଷ୍ଟ ତୁଳସୀ ବହୁତ୍ ମହତ୍ଵ ପୂର୍ଣ୍ଣ ହୋଇଥାଏ।ତୁଳସୀର ପ୍ରତିଦିନ ଦର୍ଶନ କରିବା ଦ୍ୱାରା ପାପ ନାଶ ହୋଇଥାଏ ଏବଂ ପୂଜା କରିବା ଦ୍ୱାରା ଶାନ୍ତି ମିଳିଥାଏ।ଘରେ ଜଟ ରେ ଭରିଥିବା ତୁଳସୀ ଗଛ ପରିବାରର ପବିତ୍ରତା ଆଉ ସମୃଦ୍ଧିର ପ୍ରତୀକ ଅଟେ। ତୁଳସୀ ଗଛରେ ଜଳ ଚଢ଼େଇବା ଦ୍ଵାରା ଏହି ବିଶେଷ ମନ୍ତ୍ର କୁ ଜପ କରିବା ଦ୍ଵାରା ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ।ମନ୍ତ୍ର ଟି ହେଲା
“ମହାପ୍ରସାଦ ଜନନୀ ସର୍ବସ୍ଵଭଗ୍ୟ ,ଆଧ ବ୍ୟାଧି ହରା ନିତ୍ୟଂ ,ତୁଳସୀ ତ୍ଵଂ ନମୋସ୍ତେ ତୁ”

ସମୃଦ୍ଧି ଶହେ ଗୁଣ ବଢିଯାଏ ଏହା ସହ ରୋଗ ବ୍ୟଧିରୁ ମୁକ୍ତି ମିଳିଥାଏ। ଆପଣଙ୍କୁ ଏହି ମନ୍ତ୍ରଟି ଯେତେବେଳେ ଆପଣ ସକାଳେ ତୁଳସୀ ଗଛରେ ପାଣି ଦେଉଥାନ୍ତି ସେତେବେଳେ କଲେ ଆପଣଙ୍କ ଘର ସମୃଦ୍ଧି ହେବ ଏବଂ ଆପଣଙ୍କ ଘରୁ ରୋଗ ବ୍ୟାଧିରୁ ମୁକ୍ତି ମିଳିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ...

ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା...

ଲକ ଡାଉନ ରେ ମନ କିଣିନେଲେ ଅଭିନେତ୍ରୀ

ଏବେ ଲକ ଡାଉନ ଚାଲିଥିବା ବେଳେ ସମସ୍ତେ ଗୃହବନ୍ଦୀ ତେବେ ଏହି ଲକ ଡାଉନ ରେ ସହାୟତା ର ହାତ ବଢ଼ାଇ ପ୍ରସଂଶା ସାଉଁଟୁଛନ୍ତି ଅଭିନେତ୍ରୀ ଅନୁମିତା I ତାଙ୍କ ସହାୟତା ପାଇଁ...

15ବର୍ଷ ର ବଳିଦାନ ବୁଝିଲାନି ଚାନେଲ ,ବରିଷ୍ଠ କ୍ୟାମେରା ମ୍ୟାନ ଚାକିରୀ ଖଣ୍ଡେ ପାଇଁ ହନ୍ତସନ୍ତ ହେଇ ଆଖି ବୁଜିଲେ

Odisha Exclusive ବ୍ୟୁରୋ // ଓଡିଶା ମିଡ଼ିଆ ଜଗତ ର ଜଣେ ଜଣାଶୁଣା ନା ସୁକାନ୍ତ ପାଣିଗ୍ରାହୀ I ଆଉ କିନ୍ତୁ ସେ ନାହାନ୍ତି ,ମେ 16ରେ ତାଙ୍କର ମୃତ୍ୟ ହେଇଯାଇଥିବା ବେଳେ...