ଏମିତି ଏକ ଜାଗା ଯେଉଁଠି ପେଟର ଭୋକ ପାଇଁ ଯୁବତୀ ସାଜନ୍ତି ଦେହଜୀବୀ

ବେଶ୍ୟା ବୃତିକୁ ସବୁଠାରୁ ହିନଦୃଷ୍ଟିରେ ଦେଖାଯାଏ I ତେବେ ଅଧିକାଂଶ କ୍ଷେତ୍ରରେ ଝିଅଟିର ଇଛା ନଥାଇ ମଧ୍ୟ ପରିସ୍ଥିତି ରେ ବାଧ୍ୟ ହେଇ ବେଶ୍ୟବୃତି କରିଥାଏ I ଗ୍ରୀସ୍‌ରେ ଏମିତି କିଛି ଜାଗା ଅଛି ଯେଉଁଠି ଝିଅର ଇଛା ବିରୁଧରେ ପରିବାର ର ଆର୍ଥିକ ପରିସ୍ଥିତି ସୁଧାରିବାକୁ ପରିବାର 18 ରୁ 21 ବର୍ଷ କୁମାରୀ ଝିଅ ମାନଙ୍କୁ
ଦେହଜୀବୀ କାର୍ଯ୍ୟରେ ନିୟୋଜିତ କରିବାକୁ ବାଧ୍ୟ କରିଥାନ୍ତି I ପରିବାର ବାଧ୍ୟବାଧକତା ଆଗରେ ନିଜର ଇଛା କୁ ବଳି ଦେଇ ଏହି ଘୃନ୍ୟ ବେଶ୍ୟବୃତି କୁ ଗ୍ରହଣ କରିଥାନ୍ତି କୁମାରୀ ମାନେ I

ତେବେ ଏ ବାବଦକୁ ଗ୍ରାହକ ମାନେ ସେମାନଙ୍କୁ ମାତ୍ର 20 ୟୁରୋ ଦେଇଥାନ୍ତି ଗୋଟିଏ ରାତ୍ରି ପାଇଁ I ଯାହାର ମୂଲ୍ୟ ଆମ ଭାରତ ଅନୁଯାଇ 1500 ପାଖାପାଖି ହେଉଥିଲେ ମଧ୍ୟ ସେଠାକାର ମୂଲ୍ୟ ଅନୁଯାଇ କିଛି ନୁହେଁ I ଏଇଥିରେ ମାତ୍ର ଏକ ବେଳା ଖାଇବା ହିଁ ଯୋଗାଡ଼ ହେଇପାରେ ।ପ୍ରଫେସର ଗ୍ରେଗୋରୀ ୟା ଉପରେ ଏକ ସର୍ଭେ କରିଥିଲେ , ଯେଉଁଥିରେ କି ସେ ଦର୍ଶାଇ ଛନ୍ତି ଯେ ପେଟର ଭୋକ ବିକଳରେ ସେମାନେ ବାଧ୍ୟ ହେଇ ଅନ୍ୟ ପୁରୁଷ ମାନଙ୍କର ଦେହର ଭୋକ ମେଣ୍ଟାନ୍ତି I

Leave a Reply

Your email address will not be published. Required fields are marked *