ମୋଦି ଙ୍କୁ କେବଳ ଦୁଇଟି ଜିନିଷ ରେ ଏ+ ଦିଆଯିବ : ରାହୁଲ ଗାନ୍ଧୀ

ମୋଦି ସରକର ଙ୍କ ୪ବର୍ଷ ର ସଫଳତା କୁ ନେଇ ମୋଦି ନା ସମେତ ସମସ୍ତ କେନ୍ଦ୍ର ମନ୍ତ୍ରୀ ରିପୋର୍ଟ କାର୍ଡ ପ୍ରଦାନ କରୁଥିବା ବେଳେ ଆଜି ରାହୁଲ ଗାନ୍ଧୀ ଏହି ସମ୍ପର୍କ ରେ ମୁହଁ ଖୋଲି ଟୁଇରରେ କହିଛନ୍ତି ଯେ, ମୋଦି ସରକାର ସବୁଥିରେ ଫେଲ।

କେବଳ ଦୁଇଟି କାମ ପାଇଁ ତାଙ୍କୁ ଏ+ ଦିଆ ଯିବ ତାହା ହେଉଛି ସ୍ଲୋଗାନ ତିଆରି ଓ ନିଜସ୍ବ ପ୍ରଚାର ରେ।

ରୋଜଗାର ସୃଷ୍ଟି,ତୈଳ ଦର ନିୟନ୍ତ୍ରଣ ଆଦି ସବୁ ରେ ମୋଦି ସରକାର ଅକ୍ଷମ୍।

ଏବଂ ଏହି ଦିନକୁ ବିଶ୍ୱାସଘାକତାର ଦିବସ ବୋଲି ବିଭିନ୍ନ ରାଜ୍ୟ ରେ କଂଗ୍ରେସ ପାଳନ କରିଛି।

Leave a Reply

Your email address will not be published. Required fields are marked *