ନୂଆପଡ଼ା ରେ ପୁଣି କଲରାପତରିଆ ଆତଙ୍କ: ମନ୍ଦିର ରେ ଦେଖିବାକୁ ମିଳିଲା କଲରାପତରିଆ

ନୂଆପଡ଼ା ରେ ୨୦୧୭ ମଇ ୭ ର କଲରାପତରିଆ ବାଘ ଶିଶୁ କୁ ନେଇ ଖାଇଦେବା ଘଟଣା ମନରୁ ନଲିଭୁନୁ ପୁଣି ଦେଖା ଦେଇଛି ଆଉ ଏକ କଲରାପତରିଆ ବାଘ।

ନୂଆପଡ଼ା ଜିଲ୍ଲା ର ଖରିଆରଗଡ ରେଞ୍ଜ ଅନ୍ତର୍ଗତ ହଳଦୀ ଗ୍ରାମ ରେ ପୁଣି ଦେଖିବାକୁ ମିଳିଛି ବାଘ ର ଆତଙ୍କ।

ବୁଧବାର ଦିନ ଗ୍ରାମ ସାରଦା ମନ୍ଦିର ରେ ଆଉ ଏକ ବାଘ କୁ ଦେଖି ଭୟ ରେ ଅଛନ୍ତି ଗ୍ରାମବାସୀ।ତେବେ ବନ ବିଭାଗ ର ଦୃଷ୍ଟି ଆକର୍ଷଣ କରିବାକୁ ଗ୍ରାମବାସୀ ମାନେ ଚେଷ୍ଟା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୦୧୭ ମଇ ୭ ରେ ଘର ଅଗଣା ରେ ବାପା ମା ଙ୍କ ସହ ସୋଇଥିବା ୪ ବର୍ଷ ର ଶିଶୁ କୁ ଏକ କଲରାପତରିଆ ଝାଂପି ନେଇ ଖାଇଦେଇଥିଲା।

Leave a Reply

Your email address will not be published. Required fields are marked *