ଏଥର ରଜ ରେ ବାବୁସାନ ଙ୍କର ନୂଆ ଫିଲ୍ମ ସୁନ୍ଦରଗଡ ର ସଲମାନ ଖାନ ପରଦାକୁ ଆସୁଛି I ଯାହାକୁ ନେଇ ସୋସିଆଲ ମିଡିଆରେ ରେ ଏକରକମ ଚର୍ଚ୍ଚା ହେବାରେ ଲାଗିଛି ଏହା ଏକ ହିନ୍ଦୀ ଫିଲ୍ମ ରୁ କପି କରାଯାଇଛି ବୋଲି ଜୋରଦାର ଚର୍ଚା ଚାଲିଛି I କିଛି ବ୍ୟକ୍ତି ଏହି ଫିଲ୍ମ କୁ ନଦେଖିବାକୁ ଖୋଲାଖୋଲି ଆହ୍ୱାନ ଦେଇଛନ୍ତି ଦର୍ଶକ ଙ୍କୁ I ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାଇ ଏହି ଫିଲ୍ମଟି ହିନ୍ଦୀ ଫିଲ୍ମ ସବସେ ବଡା ହେରାଫେରି -2 ର କପି ଅଟେ I
ସୂଚନା ଥାଉକି ରଜ ଉପଲକ୍ଷେ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନର ରେ ନିର୍ମିତ ସୁନ୍ଦରଗଡ ର ସଲମାନ ଖାନ ଆଗାମୀ ଜୁନ୍ 10 ରେ ଅଧିକାଂଶ ସିନେମା ହଲ ରେ ଏହା ମୁକ୍ତିଲାଭ କରିବାକୁ ଯାଉଛି I ଏହା ଏକ ପ୍ରେମ ଏବଂ କମେଡି ସିନେମା ଅଟେ Iଏହି ଫିଲ୍ମ ରେ ଓଡ଼ିଆ ଝିଅ ଦିବ୍ୟା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଏଣ୍ଟ୍ରି କରୁଛନ୍ତି I ନିର୍ଦେଶନା ଦାୟିତ୍ୱ ରେ ଅଶୋକ ପତି ଅଛନ୍ତି I ତେବେ ରିଲିଜ ପୂର୍ବରୁ ଏପରି ଚର୍ଚ୍ଚା ହୁଏତ ଫିଲ୍ମ ଟିର ଵୈବସାୟିକ କ୍ଷତି ପହଞ୍ଚାଇପାରେ ବୋଲି ଆକଳନ କରାଯାଉଛି I
Odia film ta khaali sabu copy paste Kala industry kemiti develope kariba