ଆବେଦନ କରନ୍ତୁ ଗ୍ରାମ ରୋଜଗାର ସେବକ ପାଇଁ: ଓଡ଼ିଶା ସରକାରୀ ଜବ୍

ଯେପରି ଭାବରେ ଆପଣ ମାନେ ଜାଣନ୍ତି ପ୍ରତ୍ୟେକ ଜିଲ୍ଲା ପାଇଁ ବର୍ତ୍ତମାନ ଗ୍ରାମ ରୋଜଗାର ସେବକ ଙ୍କ ନିଯୁକ୍ତି ହେଉଛି ତ ବର୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ବାହାରିଛି ଗ୍ରାମ ରୋଜଗାର ସେବକ ପାଇଁ ପଦବୀ।

ତେବେ ଆସନ୍ତୁ ଜାଣିବା ସବିଶେଷ ବିବରଣୀ। କିପରି ଭାବରେ ଆପଣ ଆବେଦନ କରିପାରିବେ ଏହି ଗ୍ରାମ ରୋଜଗାର ସେବକ ପାଇଁ।

ଆବେଦନ କରିବାର ଶେଷ ତାରିଖ :- ୬.୭.୨୦୧୮

ଶିକ୍ଷାଗତ ଯୋଗ୍ୟତା:- +୨ ସହ କମ୍ପ୍ୟୁଟର ସହ କମ୍ପ୍ୟୁଟର ଜାଣିଥିବା ଆବଶ୍ୟକ।

କେମିତି ବଛା ଯିବ:- +୨ ରେ ରଖିଥିବା ମାର୍କ ଅନୁସାରେ

ଦରମା:- ୭୦୦୦ ପ୍ରଥମ ପର୍ଯ୍ୟାୟ ରେ

ଆବେଦନ କିପରି କରିବେ:- ଦିଆଯାଇଥିବା ଫର୍ମ କୁ ଫିଲ୍ କରି ଦିଆଯାଇଥିବା ଆଡ୍ରେଶ୍ କୁ ପଠାନ୍ତୁ। ଫର୍ମ ର ଡାଉନଲୋଡ ଲିଙ୍କ୍ ତଳେ ଦିଆଯାଇଛି। ସେଠାରୁ କେଉଁଠି କୁ ପଠାଇବେ ଫର୍ମ ତାହାର ଆଡ୍ରେଶ୍ ଦେଖିନିଅନ୍ତୁ।

କେଉଁ ବ୍ଲକ୍ ରେ କେତେ ପଦବୀ ଅଛି ତାହାର ଫଟୋ ନିମ୍ନ ରେ ଦିଆଗଲା।

ଫର୍ମ କୁ ଏଠାରୁ ଡାଉନଲୋଡ କରନ୍ତୁ click here

Leave a Reply

Your email address will not be published. Required fields are marked *