କେମିତି ଘରୋଇ ଉପାୟ ରେ ଟ୍ୟୁମର ଚିହ୍ନଟ କରିବେ : 7ଟି ଲକ୍ଷଣ

ମନୁଷ୍ୟ ଶରୀର ର ଭିତର ଅଂଶ ରେ ଟ୍ୟୁମର ହେଉଥିବାରୁ ସାଧାରଣତଃ ଏହା ବିଷୟରେ ଜାଣି ହେଇନଥାଏ ଏବଂ ଏହା ଆସ୍ତେ ଆସ୍ତେ କ୍ୟାନ୍ସର ଭଳି ରୋଗ ଆଡକୁ ଗତି କରିଥାଏ I ପ୍ରଥମ ରୁ ଯଦି ଟ୍ୟୁମର କୁ ଚିହ୍ନଟ କରି ଏହାର ପ୍ରତିକାର କରାଯାଇପାରିବ ତେବେ କ୍ୟାନ୍ସର ଭଳି ମହବ୍ୟାଧି ରୋଗରୁ ରକ୍ଷା ପାଇହେବ I ତେବେ ଚାଲନ୍ତୁ ଆଜି ଜାଣିବା ଘରୋଇ ଉପାୟ ରେ କିପରି ଟ୍ୟୁମର କୁ ଚିହ୍ନଟ କରିପାରିବା I
ଲକ୍ଷଣ:-1)ଯଦି ଶରୀର ରେ ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ ଅଧିକ ରୁହେ ଏବଂ ଏହା କ୍ରମାଗତ ଭାବରେ ଲାଗିରହେ

2)ସ୍ୱାଭାବିକ ଝାଡା ଯିବା ସମୟ ରେ ଅନିୟମିତତା ଆସେ 3)ଶରୀର ରେ କୌଣସି ଘା ଯଦି ନଶୁଖେ 4) ମହିଳା ମାନଙ୍କର ମାସିକ ଋତୁସ୍ରାବ ଅଧିକ ହେଲେ 5)ଖାଦ୍ୟ ଖାଇବା ସମୟରେ କଷ୍ଟ ଅନୁଭବ ହେଲେ 6)ଶରୀର ରେ କୌଣସି କଳାଯାଇ କିମ୍ବା ଭାତୁଡ଼ି ଯଦି ବଢିବାକୁ ଲାଗେ

7)ଗଳା ବା ପାଟିରେ କୌଣସି ଦାଗ ସୃଷ୍ଟି ହେଲେ I ଏସବୁ ଲକ୍ଷଣ ଟ୍ୟୁମର ର ପ୍ରାଥମିକ ଅବସ୍ଥା ,ଯଦି ଏସବୁ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ I ପ୍ରାଥମିକ ଅବସ୍ଥାରେ ଟ୍ୟୁମର ଚିହ୍ନଟ ହେଇ ଚିକିସ୍ଥା କରାଗଲେ ଏହା ର ସୁଫଳ ମିଳିଥାଏ I

Leave a Reply

Your email address will not be published. Required fields are marked *