ଓଡିଶା ଅର୍ଥ ମନ୍ତ୍ରୀ ଙ୍କୁ ସୁରଟ ରେ କାଳି ମାଡ

ଓଡିଶା ର ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ଙ୍କୁ ସୁରଟ ରେ ସୁରାଟ ଓଡିଶା ୱେଲଫେୟର ଏସୋଶିୟେଶନ(SOWA) ଦ୍ଵାରା ବିରୋଧ କରାଯାଇଛି I ବିରୋଧ କରୁଥିବା ଲୋକଙ୍କ କହିବା ଅନୁଯାଇ ବିଜେଡ଼ି ସରକାର ଚୀଟଫଣ୍ଡ ଠକେଇ କରିଥିବା ଠକ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି I ଯେଉଁ ଠକମାନେ ବିଭିର୍ନ ସ୍କିମ ର ଲୋଭ ଦେଖାଇ ପାଖାପାଖି ୬୫୦ କୋଟି ଟଙ୍କା ପ୍ରବାସୀ ଶ୍ରମିକ ମାନକ ଠାରୁ ଲୂଟି ନେଇଛନ୍ତି I
ଏହି ବିରୋଧ ରେ ମନ୍ତ୍ରୀ ଙ୍କ କାର ଉପରକୁ କାଳି ମାଡ କରିଥିବା ପାଞ୍ଚ ଜଣଙ୍କୁ ପୁଲିସ ଗିରଫ କରିଛି I
SOWA ର ଉପାଧକ୍ଷ ଭାଗିରଥ ବେହେରା କହିଛନ୍ତିଜେ ସୁରାଟ ରେ ସାତଲକ୍ଷ ରୁ ଉର୍ଦ୍ଧ ଓଡିଆ ଶ୍ରମିକ କପଡା ଫ୍ଯାକ୍ଟରି ମାନଙ୍କ ରେ କାମ କରୁଛନ୍ତି, କିନ୍ତୁ ଗତ ୧୮ ବର୍ଷ ଧରି ଶାସନ କରୁଥିବା ବିଜେଡ଼ି ସରକାର ଗୋଟେ ଥର ମଧ୍ୟ ସୁରାଟ କୁ ଆସି ଶ୍ରମିକ ମାନଙ୍କର ଭଲମନ୍ଦ ବୁଝିନାହାନ୍ତି. କିନ୍ତୁ ଇଲେକଶନ ପାଖେଇଯିବାରୁ ଏହି ନେତା ମାନେ ଏଠାକୁ ଆସୁଛନ୍ତି I ପୁଲିସ ର କହିବା ଅନୁଯାଇ କାଳି ଫୋପଡିଥିବା ଲୋକମାନେ କୌଣସି ରାଜନ୍ୟିତିକ ଦଳର ଲୋକନୁହନ୍ତି ସେମାନେ କେବଳ କାଳି ଫୋପାଡି ତାଙ୍କର ବିରୋଧ ପଦର୍ଶନ କରୁଥିଲେ I ଏନେଇ ଟାଇମ୍ସ ଅଫ ଇଣ୍ଡିଆ ରେ ଖବର ପ୍ରସାରିତ କରାଯାଇଛି I

One Comment on “ଓଡିଶା ଅର୍ଥ ମନ୍ତ୍ରୀ ଙ୍କୁ ସୁରଟ ରେ କାଳି ମାଡ”

  1. Virodh pradarshan SOWA dwara ayojit hei nathi la. Virodh Pradasan PRAVASI ODIYA JAMAKARI MAHASANGH dwara aau SURAT ODIYA MAJDUR MAHA SAMGH dwara heithila emana ku SRIKANT RAUT protsahan deikiri anithile . Kali pakeiba loko SRIKANT RAUT hi eka loko. Times of india re bhul khabar asithila

Leave a Reply

Your email address will not be published. Required fields are marked *