କଞ୍ଚା ଲଙ୍କା କୁ ରାତିରେ ପାଣିରେ ପକାଇ ସକାଳେ ପିଇବା ଦ୍ୱାରା ଏହି ରୋଗରୁ ମିଳିଥାଏ ତୁରନ୍ତ ମୁକ୍ତି

ଦୈନଦିନ ଜୀବନରେ ଲଙ୍କା ର ଆବଶ୍ୟକତା ପ୍ରାୟତଃ ସମସ୍ତଙ୍କ ଥାଏ I ପାଟିକୁ ଏହା ରାଗ ଲାଗୁଥିଲେ ମଧ୍ୟ ଏହାର ଗୁଣବତ୍ତା ପାଇଁ ଆମେ ଏହାକୁ ବ୍ୟବହାର କରିଥାଉ I ତେବେ ୨ଟି କଞ୍ଚା ଲଙ୍କା ରାତିରେ ପାଣିରେ ପକାଇ ସକାଳେ ସେହି ପାଣିକୁ ପିଇବା ଦ୍ୱାରା ଆମକୁ ଅନେକ ଉପକାର ମିଳିଥାଏ I ଚାଲନ୍ତୁ ଜାଣିବା ସେହି ସବୁ ବିଷୟରେ I ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଲିଭର I କିନ୍ତୁ ଯଦି ଲିଭର ରେ କୌଣସି ଛୋଟ ସମସ୍ୟା ଦେଖାଯାଏ ତେବେ ରାତିରେ ଏକ ଗ୍ଲାସ ପାଣିରେ ଦୁଇଟି କଞ୍ଚା ଲଙ୍କାକୁ ଦୁଇ ଭାଗରେ ମଝିରୁ କାଟିଦେଇ ସେଇ ପାଣି ଗ୍ଲାସ ରେ ବୁଡାଇ ରଖନ୍ତୁ ଏବଂ ସକାଳୁ ଏହାକୁ ପିଅନ୍ତୁ ଏହିପରି ଭାବରେ 10 ଦିନ ଯାଏଁ ନିୟମିତ କରିବା ଦ୍ୱାରା ଲିଭର ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ I

ଏହା ବ୍ୟତୀତ ଯଦି ଆପଣ ଦୁର୍ବଳତା କିମ୍ବା ଅଳସୁଆ ଅନୁଭବ କରୁଥାନ୍ତି ଏହି ପାଣି ପିଇବା ଦ୍ୱାରା ସକାଳୁ ଶରୀର ସତେଜ ରହିଥାଏ I ଏହି ପାଣି ପିଇବା ଦ୍ୱାରା ଶରୀର ରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେଇଥାଏ I

Leave a Reply

Your email address will not be published. Required fields are marked *