ବିଶ୍ୱକର୍ମା ପୂଜା ପର ଠାରୁ ମାତା ଲକ୍ଷ୍ମୀ ଙ୍କ କୃପା ବର୍ଷିବ ଏହି 6ଟି ରାଶି ଉପରେ

ବିଶ୍ୱକର୍ମା ପୂଜା ପର ଠାରୁ ମାତା ଲକ୍ଷ୍ମୀ ଠାକୁରାଣୀଙ୍କ କୃପା ବର୍ଷିବ ଏହି 6ଟି ରାଶି ଉପରେ ! ଧନ ର ହେବ ଅପାର ବର୍ଷା I ଆଜି ଦେବଶୀଳ୍ପି ବିଶ୍ୱକର୍ମା ଙ୍କର ପୂଜା I ବିଶ୍ୱାସ ରହିଛି କି ବିଶ୍ୱକର୍ମା ଏହି ସୁନ୍ଦର ସୃଷ୍ଟି କୁ ନିଜ ହାତରେ ନିର୍ମାଣ କରିଥିଲେ I ସେଥିପାଇଁ କୌଣସି ଘର କିମ୍ବା ନିର୍ମାଣ କାମ ଆରମ୍ଭ କଲେ ସର୍ବ ପ୍ରଥମେ ବିଶ୍ୱକର୍ମା ଙ୍କୁ ସୁମରଣା କରାଯାଏ I ତେବେ ଆଜିର ବିଶ୍ୱକର୍ମା ପୂଜା ପରେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ 6ଟି ରାଶି ଉପରେ ରହିବ I 1)ମେଷରାଶି :ଆପଣ ଙ୍କର ଅଟକି ଯାଇଥିବା କାମ ତୁରନ୍ତ ଆରମ୍ଭ କରନ୍ତୁ ଏଥିରେ ସଫଳତା ମିଳିବ 2)ବୃଷ ରାଶି :ଏହି ରାଶି ପାଇଁ ବିଶ୍ୱକର୍ମା ସମସ୍ତ ସଫଳତା ଆଣିବେ I କୌଣସି ଅପରିଚିତ ଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବ I

3) ମିଥୁନ ରାଶି :ଏହି ରାଶି ପାଇଁ ସମାଜରେ ମାନ ସନମାନ ମିଳିବ I ବାଣିଜ୍ୟ ବ୍ୟବସାୟ ରେ ଲାଭ ମିଳିବ I 4) କନ୍ୟା ରାଶି :ଲାଗି ରହିଥିବା ବିବାଦ ରୁ ସଫଳତା ମିଳିବ I ମା ଲକ୍ଷ୍ମୀ ଙ୍କ ଅପାର କରୁଣା ରୁ ଧନ ପ୍ରାପ୍ତି ହେବ I 5)ତୁଳା ରାଶି :ନିଜ ସନ୍ତାନ ମାନଙ୍କ ଠାରୁ ବଡ ଖୁଶି ଖବର ମିଳିବ I

ଲକ୍ଷ୍ମୀ ଙ୍କ କୃପାରୁ ଶତ୍ରୁ ବି ହାର ମାନିବ ଏହି ରାଶି ପାଖରେ I 6)କୁମ୍ଭ ରାଶି :ପୂର୍ବରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ର ସମାଧାନ ହେବ I ଯେଉଁ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବା ନେଇ ଭାବୁଛନ୍ତି ସେହି କାର୍ଯ୍ୟ ରେ ସଫଳତା ମିଳିବ I

Leave a Reply

Your email address will not be published. Required fields are marked *