Homeବିଦ୍ୟୁତ୍ ଖବରବିଦ୍ୟୁତ ଆଘାତ ରେ ପୁଣି ଯୁବକର ମୃତ୍ୟୁ,କେବେ ଚେତିବ ଶକ୍ତି ବିଭାଗ ??

ବିଦ୍ୟୁତ ଆଘାତ ରେ ପୁଣି ଯୁବକର ମୃତ୍ୟୁ,କେବେ ଚେତିବ ଶକ୍ତି ବିଭାଗ ??

Published on

spot_img

ଭୁଶୁଡି ପଡିଛି ବିଦ୍ୟୁତ ବିଭାଗ I ଚିର ନିଦ୍ରାରେ ସରକାର ଏବଂ ଶକ୍ତି ବିଭାଗ I 1999 ମହାବାତ୍ୟା ପରଠାରୁ ମଧ୍ୟ ସେହି ପୁରୁଣା ଖୁଣ୍ଟ ତାର ବଦଳାଯାଉନି I ବିଦ୍ୟୁତ ବିଭାଗ କୁ ସଜାଡ଼ିବା ବଦଳରେ ଘରୋଇ କରଣ କରାଯାଉଛି I ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି ଶକ୍ତି ବିଭାଗ ତଥାପି କାହାର ପରବାୟ ନାହିଁ I କିନ୍ତୁ ଶକ୍ତି ବିଭାଗର ଅବହେଳା ପାଇଁ ପୋକ ମାଛି ପରି ସବୁଦିନ ଜନସାଧାରଣ ମରୁଥିବା ବେଳେ ନିକଟ ଅତୀତ ରେ ଢେଙ୍କାନାଳ ରେ ଏକ 7ଟିକିଆ ହାତୀ ପଲ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ

I ଆଜି ପୁଣି ଜଗତସିଂହପୁର ନାଉଗାଁ ବ୍ଳକ ନିକଟସ୍ଥ ଡେରିକି ପଞ୍ଚାୟତରେ ଜଣେ ଚାଷୀ ଙ୍କ ବିଦ୍ୟୁତ ଆଘାତ ରେ ମୃତ୍ୟୁବରଣ ହେଇଚି I ଚାଷୀ ଜଣଙ୍କ ବିଲ କୁ ଯାଇଥିବା ବେଳେ ତାଙ୍କ ଉପରେ ତାର ଛିଣ୍ଡି ପଡିବା କାରଣରୁ ଘଟଣା ସ୍ଥଳରେ ମୃତ୍ୟୁ ହେଇଥିଲା I

Latest articles

ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ ଆପଣେଇ ମାଟି ମାଆ କୁ ସହରୀ ଜୀବନ ସଙ୍କଟ ରେ ଏଠି ରୋଗୀ ସେବା ଖାଲି ନାଆଁ...

ବଜ୍ରପାତରେ ଦୁଇଫାଳ ହେଇଗଲା ଗଛ ,ସନ୍ୟାସୀ ବାବା ଙ୍କୁ ବଞ୍ଚାଇଦେଲେ ଚଣ୍ଡି ମା

କୁହାଯାଏ ଡର କାହାକୁ ଭୟ କାହାକୁ ମା ଅଛି ଚାରି ବାହାକୁ I ଏମିତି ଏକ ଅଲୌକିକ ଘଟଣା...

ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି...

ବ୍ଲକ ପରିସରରୁ ଶାଗୁଆନ ଗଛ ଚୋରି ଘଟଣା ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ

ସତ୍ୟବାଦୀ ବ୍ଲକ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ ଚୋରି ଘଟଣାରେ ସମିତି ଅଧ୍ୟକ୍ଷାଙ୍କ ସମେତ ୩...

More like this