ବାହା ହେବେ ଗାୟିକା ତପୁ ,ସରିଲା ନିର୍ବନ୍ଧ :ତପୁ ଙ୍କୁ ମିଳିଗଲା ମନର ସାଥି

ଓଡ଼ିଆ ସଂଗୀତ ଦୁନିଆର ଜଣେ ଆଗ ଧାଡ଼ିର ଗାୟିକା ଭାବରେ ସୁନାମ ଅର୍ଜନ କରିଥିବା ତପୁ ମିଶ୍ର ଖୁବ ଶୀଘ୍ର ବିବାହ ବନ୍ଧନ ରେ ବାନ୍ଧିହେବାକୁ ଯାଉଛନ୍ତି I ଏନେଇ ନିଜେ ତପୁ ନିଜର ଫେସବୁକ ପ୍ରୋଫାଇଲ ରେ ସୂଚନା ଦେଇଛନ୍ତି ଯେ ତାଙ୍କର ଦୀପକ ପୂଜାହାରୀ ଙ୍କ ସହିତ ନିର୍ବନ୍ଧ ସରିଯାଇଛି ଏବଂ ଆଗାମୀ ଡିସେମ୍ବର ଡିସେମ୍ବର ୧୨ତାରିଖ ରେ ବିବାହ କରିବେ I ତେବେ ପ୍ରାଥମିକ ସୂଚନା ଅନୁଯାଇ ରାଜଧାନୀ ର ଏକ ହୋଟେଲ ରେ ବିବାହ ସମ୍ପର୍ଣ ହେବାର କାର୍ଯ୍ୟକ୍ରମ ରହିଛି I

ଗାୟିକା ତପୁ ମିଶ୍ର ଙ୍କ ବିବାହରେ ଓଡିଶା Exclusive ପରିବାର ତରଫରୁ ଅଭିନନ୍ଦନ ଏବଂ ଶୁଭକାମନା i ତାଙ୍କ ଆଗାମୀ ବୈବାହିକ ଜୀବନ ରେ ପୁଷ୍ପ ବୃଷ୍ଟି ହେଉ i

Leave a Reply

Your email address will not be published. Required fields are marked *