ପୁଣି 15ତାରିଖ ବେଳକୁ ଆଉ ଏକ ବାତ୍ୟାର ସମ୍ଭାବନା :ଓଡ଼ିଶାରେ ପ୍ରବଳ ବର୍ଷା ସହିତ ପବନ ର ଆଶଙ୍କା

ପୁଣି ଆଉ ଏକ ବାତ୍ୟାର ଆଶଙ୍କା କରାଯାଉଛି I ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଇଛି , ଯାହାକି ସ୍ଥଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବ ସିଧାସଳଖ ଓଡିଶା ଉପରେ ରହିବ I ଏପରିକି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିର୍ଣ୍ଣ ଅଞ୍ଚଳ ରେ ପ୍ରବଳ ବେଗରେ ପବନ ବହିବା ସହିତ ଓଡ଼ିଶାର ଅଧିକାଂଶ ଅଞ୍ଚଳ ରେ ବର୍ଷା ଲାଗି ରହିବ I ଆଗାମୀ ଦୁଇଦିନ ବେଳକୁ ଏହାର ସମ୍ପୂର୍ଣ୍ଣ ରୂପରେଖ ଜଣାପଡିବା ସହିତ ପାଣିପାଗ ଵିଶେସଜ୍ଞ ଙ୍କ ଆକଳନ ଅନୁଯାଇ 13/14 ତାରିଖରେ ଲଘୁଚାପ ଅବପାତ ଆଡକୁ ମୁଁହାଇବା ସହିତ ୧୫ ତାରିଖ ରେ ସ୍ଥଳଭାଗ ଛୁଇଁ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଅଛି

।14ରୁ 17ତାରିଖ ଯାଏଁ ଓଡ଼ିଶାର ବିଭିର୍ଣ୍ଣ ଅଂଚଳରେ ଏହାର ପ୍ରଭାବ ଦ୍ୱାରା ପାଗ କୋହଲା ରହିବା ସହିତ ବର୍ଷା ଲାଗି ରହିବ I ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି I

Leave a Reply

Your email address will not be published. Required fields are marked *