ଭାଷଣ ଦେଉଥିବା ସମୟରେ କାଶ ଯୋଗୁଁ ଅଧାରେ ଅଟକିଲା ଭାଷଣ !! ମୁଖ୍ୟମନ୍ତ୍ରୀ ଅସୁସ୍ଥ ??

ସଫଳତାର 21ତମ ଦିବସ ରେ ପ୍ରତି ନିର୍ବାଚନୀ ମଣ୍ଡଳୀ ରେ ନିଜର ପ୍ରତିଷ୍ଠା ଦିବସ ବିଜେଡି ପାଳନ କରୁଛି I ତେବେ ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ଅଧାରୁ ଅଟକି ଯାଇଥିଲେ I ଯାହାକି ଏବେ ସବୁଆଡେ ଚର୍ଚ୍ଚା ହେବାରେ ଲାଗିଛି I ଭାଷଣ ଦେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ହେଇପଡ଼ିଥିଲେ I ଯାହାକି ତାଙ୍କ ମୁଁହରୁ ଜଣାପଡ଼ିଯାଇଥିଲା I କାଶ ଏତେ ଜୋରରେ ହେଲା ଯେ ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସଭା ସ୍ଥଳରେ ନିଜ ଭାଷଣ କୁ ଅଧାରେ ରଖିବାକୁ ପଡିଲା I

ଯାହାକୁ ନେଇ ଏବେ ଚର୍ଚା ଚାଲିଛି ଯେ ମୁଖ୍ୟମନ୍ତ୍ରୀଂ ସୁସ୍ଥ ନାହାନ୍ତି ନିଜ ଅସୁସ୍ଥତା କୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଧରାପଡିଯାଉଛି I ୟା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ପ୍ରଚାର ହେଇଥିଲା ଏବଂ ଏନେଇ ବିଭିର୍ଣ୍ଣ ଗଣମାଧ୍ୟମ ରେ ପ୍ରକାଶ ହେଇଥିଲା I

Leave a Reply

Your email address will not be published. Required fields are marked *