ମାତ୍ର 10ଦିନରେ ଆପଣଙ୍କ ଆଖିରୁ ଚଷମା ଦୂରେଇବାର ପ୍ରାକୃତିକ ଉପାୟ :ଦୃଷ୍ଟିଶକ୍ତି ବଢାଇବାର ରାମବାଣ

ଚଷମା ଆଜିକାଲିକା ଯୁଗରେ ଏକ ସାଧାରଣ କଥା ହେଇଗଲାଣି I ଛୋଟ ଛୋଟ ପିଲାମାନେ ମଧ୍ୟ ଚଷମା ଲଗାଉଥିବା ଆପଣ ଦେଖିବାକୁ ପାଇବେ I ଆଗରୁ କେବଳ ଏକ ନିର୍ଦ୍ଧିଷ୍ଟ ବୟସର ବ୍ୟକ୍ତି ମାନେ 40ଟପିଲେ ଚଷମା ବ୍ୟବହାର କରୁଥିବା ଦେଖିବାକୁ ମିଳୁଥିଲା ଏବେ କିନ୍ତୁ ସମସ୍ତେ ବ୍ୟବହାର କରୁଛନ୍ତି I ସାଧାରଣତଃ ଆଖି ଖରାପ ହେଲେ ଆମେ ଡାକ୍ତର ଙ୍କ ପାଖକୁ ଯାଇଥାଉ ଏବଂ ଏହାର ନିରାକରଣ ପାଇଁ ଡାକ୍ତର ଚଷମା ବ୍ୟବହାର ପାଇଁ ଉପଦେଶ ଦେଇଥାନ୍ତି କାହିଁକିନା ଔଷଧ କାମ ଦେଇନଥାଏ I ଆଜିର ଆଧୁନିକ ସମାଜର ଲୋକେ ଘର ଖାଇବା ଅପେକ୍ଷା ବାହାର ବଜାର ର ଫାଷ୍ଟ ଫୁଡ ଅତ୍ୟଧିକ ପରିମାଣରେ ଖାଇଥାନ୍ତି I ଏହାର ପ୍ରଭାବ ଆଖି ଉପରେ ପଡିଥାଏ I ଏହା ଛଡା ଟିଭି ଦେଖିବା ,କମ୍ପୁଟର ବ୍ୟବହାର କରିବା ଯୋଗୁଁ ଆଖି ଉପରେ ଏହାର ରଶ୍ମି ପ୍ରଭାବ ପଡିଥାଏ ତେଣୁ ଆଖି ର ପାୱାର କମିଯାଇଥାଏ I

ଦୃଷ୍ଟିଶକ୍ତି କମିଯିବା କାରଣରୁ ଚଷମା ବ୍ୟବହାର କରିବାକୁ ପଡିଥାଏ ,ଅନେକ ଲୋକ ଏହାକୁ ପସନ୍ଦ କରିନଥାନ୍ତି ତେଣୁ ଚଷମା ବଦଳରେ ଆଖିରେ ଲେନ୍ସ ଲଗାଇଥାନ୍ତି Iତେବେ ଆଖିରୁ ଚଷମା ହଟାଇବାକୁ ଘରୋଇ ଉପାୟରେ ମଧ୍ୟ ଆପଣ ଏହି ପ୍ରାକୃତିକ ଉପାୟ ଅବଲମ୍ବନ କରିପାରିବେ I ଏଥିପାଇଁ ଆବଶ୍ୟକ ପାନମଧୁରୀ ,ମିଶ୍ରି ଏବଂ ପେସ୍ତା ବାଦାମ I

ଏ ତିନୋଟି ଜିନିଷକୁ ସମପରିମାଣରେ ଏକାଠି କରି ଭଲକି ପାଉଡର ତିଆରି କରନ୍ତୁ I ତିଆରି କରିଥିବା ପାଉଡର କୁ ନିୟମିତ ଏକ ମାସ ପର୍ଯ୍ୟନ୍ତ ଶୋଇବା ସମୟରେ ଏକ ଗ୍ଲାସ କ୍ଷୀର ରେ ଏକ ଚାମଚ ଗୁଣ୍ଡ ଖାଇବା ଦ୍ୱାରା ମାତ୍ର ଅଳ୍ପ ଦିନରେ ଆଖିରେ ଦୃଷ୍ଟି ଶକ୍ତି ବଢିଥାଏ

I ଯାହାଫଳରେ ଆପଣଙ୍କୁ ଚଷମା ପିନ୍ଧିବାକୁ ପଡିବ ନାହିଁ I ଏହା ସହିତ ପ୍ରଚୁର ପରିମାଣରେ ଛୋଟ ମାଛ ,ସଜନା ଶାଗ ଖାଇବାକୁ ଭୁଲିବେନି I ଯଦି ମଧୁମେହ ବା ଡାଇବେଟିସ ଥାଏ ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ ନାହିଁ ଏହା ଶରୀର ପାଇଁ କ୍ଷତିକାରକ I

Leave a Reply

Your email address will not be published. Required fields are marked *