ଜାଣନ୍ତୁ କିପରି 15ହଜାର ଟଙ୍କାରୁ 300କୋଟି ଟଙ୍କା ରେ ପରିଣତ ହେଲା ଓଡ଼ିଶାର ୧ନମ୍ବର ମସଲା କମ୍ପାନୀ ରୁଚି

ଆଜିର ଦିନରେ ରୁଚି ମସଲା ନା ଘରେ ଘରେ ପରିଚିତ ହେଇଗଲାଣି ତେବେ କଣ ଆପଣ ଜାଣିଛନ୍ତି ସେଇ ସଫଳତା ସାଉଁଟିଥିବା ନାୟକ ଙ୍କର କଠିନ ଯାତ୍ରା ବିଷୟରେ I ଆଜି ଚାଲନ୍ତୁ ଜାଣିବା I ଏଇ ବହୁତ ତଳ ବର୍ଷର କାହାଣି କଟକ ରାଣୀ ହାଟରେ ଆରମ୍ଭ ହୋଇଥିଲା ଏହି ଯାତ୍ରା I ସେତେବେଳେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡରୁ ତିଆରି ହୋଇଥିଲା ଏଂବ କିଛି ପୁଞ୍ଜି ,ସ୍ୱଳ୍ପ କର୍ମଚାରୀ ଓ ଦୃଢ ମନବଳରେ ତିଆରି ରୂଚିମସଲା
ମହଣବତୀ ନିଆଁରେ ତିଆରି ହେଉଥିଲା ପ୍ୟାକେଟ ସମୟ ବଦଳିବା ସଙ୍ଗେ ସଙ୍ଗେ ବହୁଧରଣର କୌଶଳ ଯନ୍ତ୍ରପାତି ବାହାରିବାକୁ ଲାଗିଲା ସେଥିପାଇଁ ଗ୍ରାହକମାନଙ୍କର ପସନ୍ଦ ହୋଇପାରିଛି ରୁଚି I

ଉତ୍ପାଦନ ଓ ଗୁଣ ଯୋଗୁ ରୁଚି ଆଜି ଘରେ ଘରେ ପ୍ରସିଧ ଏଂବ ରୁଚି ଓଡିଶାରୁ ଆରମ୍ଭ କରି ବହୁ ଦେଶବିଦେଶରେ ପହଞ୍ଚିଛି ଏହାକୁ ଆରମ୍ଭ କରିଥିଲେ ଶରତ ଚନ୍ଦ୍ର ନାୟକ ସେ ଥିଲେ ଓଡିଶା ମାଟିର ପୁଅ I ରୂଚିମସଲାର ଜନହିତକାରି ଯୋଗୁ ରାଜ୍ୟର ବହୁ ସନମାନିତ ବ୍ୟକ୍ତି ସନମାନୀତ ହେଉଛନ୍ତି ରୁଚିର ଏହି ଗୁଣ ଯୋଗୁ ରାଜ୍ୟ ଏଂବ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଛି ବହୁ ସନମାନ

I ଯିଏ ଏହି ରୂଚିମସଲାକୁ ଦିନରାତି ଏକ କରି ଆଗକୁ ବଢେଇଛନ୍ତି ସେ ହଉଛନ୍ତି ଶରତ ଚନ୍ଦ୍ର ନାୟକ ଯାହାଙ୍କଯୋଗୁ ରୁଚି ଆଜି ଏହି ସ୍ଥାନ ଅଧିକାର କରିଛି ସେ ଥିଲେ ଜଣେ ମାଧ୍ୟମ ଶ୍ରେଣୀର ଲୋକ I

ତାଙ୍କ ବାପାଙ୍କର ଥିଲା ଜଳଖିଆ ଦୋକାନ ସେ କବାଡି ଖେଳିବାକୁ ପସନ୍ଦ କରନ୍ତି କିନ୍ତୁ ଖେଳିବାକୁ କେହି ଆସନ୍ତିନି କାରଣ ଖେଳ ବହୁତ କଷ୍ଟ ଥିଲା କିନ୍ତୁ ତାଙ୍କର ଇଛା ଥିଲା କବାଡିରେ ରାଜ୍ୟରେ ଫାଷ୍ଟ ହେବାକୁ Iକୌଣସି ସମସ୍ୟା ଯୋଗୁ ଜଳଖିଆ ଦୋକାନ ଉଠିଯାଇଥିଲା ସେଠିକାର ପ୍ରସିଦ୍ଧ ଥିଲା ସେହି ଜଳଖିଆ ଦୋକାନ ଏଂବ ତାପରେ ଅଟା ବ୍ୟବସାୟ ଆରମ୍ଭ କରିଥିଲେ ପୁଣି ସରକାର ଚକିକୁ ଗହମ ଦେବାକୁ ମନାକରିଦେଲା ତାପରେ ବାପା ରୋଷେଇ କରୁଥିବାବେଳେ ସେ ମସଲାଗୁଡ଼ିକୁ ଦେଖିଲେ ଚିନ୍ତାକଲେ ମସଲା ତିଆରିକରିବାକୁ ଏଂବ ସେ କମ୍ପାନୀ ଚାଲିଗଲେ ସେଠି କିଛି କାମ ଶିଖିଲେ ଏଂବ ସେ ନିଜେ ଘରେ ଆସି ତିଆରିକଲେ I

କଠିନ ପରିଶ୍ରମ ବଳରେ ନିଜର ଅଦମ୍ୟ ଇଛାଶକ୍ତି ଯୋଗୁଁ ଆଜି ରୁଚି ଓଡ଼ିଶାର ଘରେ ଘରେ ପରିଚିତ ହେଇପାରିଛି I ଏବଂ ଅନେକ ନିଯୁକ୍ତି ସୃଷ୍ଟି କରିବା ସହ ପାଖାପାଖି 300କୋଟି ଟଙ୍କାର ବ୍ୟବସାୟ ରେ ପହଞ୍ଚି ପାରିଛି I

Leave a Reply

Your email address will not be published. Required fields are marked *