ମହାଭାରତର ସବୁଠୁ ବଡ ରହସ୍ୟ , ଆପଣ ଜାଣିଲା ପରେ ବିଶ୍ୱାସ କରିପାରିବେ ନାହିଁ

ମହାଭାରତ ହେଉଛି ହିନ୍ଦୁ ଧର୍ମର ଅନ୍ୟତମ ଗ୍ରନ୍ଥ I ଯାହାକୁ ବ୍ୟାସକବି ରଚନା କରିଥିଲେ I ଏହାକୁ ପାଂଚବିଧି ମଧ୍ୟ କୁହାଯାଏ I ଏହି ଗ୍ରନ୍ଥ ଏକ ଲକ୍ଷ ଶ୍ଳୋକରେ ଭରା I ଏହି ଗ୍ରଂଥ ରହସ୍ୟମୟ ଜିନିଷରେ ଭରା I ଏହି ଗ୍ରନ୍ଥରେ ପୁରା 18 ବିଷୟ ଅଛି I ଏହି ଯୁଦ୍ଧ 3139 ବର୍ଷ ପୂର୍ବରୁ ମାର୍ଚ ମାସର ଶୁକ୍ଲପକ୍ଷରେ ହୋଇଥିଲା I ଏହି ଯୁଦ୍ଧ ପୁରା 18 ଦିନ ପର୍ଯ୍ୟନ୍ତ ଚାଲିଥିଲା I ଏହି ଯୁଦ୍ଧରେ ପୁରା 18 ଗ୍ରୁପୁ ସେନା ଥିଲେ I 11 ଗ୍ରୁପୁ ସେନା କୌରଵ ପକ୍ଷରେ ଥିଲେ ଓ ଆଉ 7 ଗ୍ରୁପୁ ସେନା ପାଣ୍ଡବ ପକ୍ଷରେ ଥିଲେ I ଏକ ଗ୍ରୁପୁ ସେନାରେ 21870 ରଥ ,21870 ହାତୀ 65610 ଘୋଡା ଓ 109350 ସେନା ଥିଲେ I ଏହି ସବୁ ସଂଖ୍ୟାକୁ ନିଜ ଭିତରେ ଯୋଡ଼ିଲେ 18 ଆସୁଛି I

ମହାଭାରତର ସବୁଠୁ ମହତ୍ଵପୁର୍ଣ ଅଂଶ ହେଉଛି ଶ୍ରୀମଦଭାଗବତଗୀତା I ଶ୍ରୀମଦଭାଗବତ ଗୀତାରେ ଭି ପୁରା 18 ଅଧ୍ୟାୟ ଅଛି I ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ I ଆଉ ଏକ ରହସ୍ୟ ହେଉଛି ଯୁଦ୍ଧ ପରେ ପୁରା 18 ଜୋଧା ଜୀବିତ ଥିଲେ I ତା ଭିତରୁ 8 ଜୋଧା ପାଣ୍ଡବ ତରଫରୁ ଥିଲେ ,5 ଜୋଧା ଦ୍ରୋପତିଙ୍କ ପୁତ୍ର ଥିଲେ ,5 ଜୋଧା କୌରଵ ତରଫରୁ ଥିଲେ I

ବିମାନ ଓ ପରମାଣୁ ଅସ୍ତ୍ର ଶସ୍ତ୍ର:ଏହା ପ୍ରଶ୍ନ ଉଠୁଛି ମହାଭାରତରେ ବିମାନ ଓ ପରମାଣୁ ଅସ୍ତ୍ର ଥିଲା I 1000 ବର୍ଷ ପୂର୍ବରୁ ଲେଖାଯାଇଥିବା ମହାଭାରତରେ ଭୟାନକ ଓ ବିନାଶକାରୀ ଅସ୍ତ୍ରର ବରଦାନ ମିଳୁଥିଲା I ବୀର ଏକ ଏମିତି ଅସ୍ତ୍ର ଥିଲା ଯାହାର ପ୍ରୟୋଗରେ ପୁରା ସହର ନିଆର ପାଉଁଶ ହୋଇଯିବ I ମହାଭାରତରେ 46 ପ୍ରକାରର ଅସ୍ତ୍ର ଅଛି ତା ଭିତରେ ନାରାୟଣ ଅସ୍ତ୍ର ଅଛି ଯିଏ ନିଜ ନିଶାଣକୁ ନିଜେ ଖୋଜିକି ମାରୁଥିଲା I

ସପାତିପାତ ଶସ୍ତ୍ର ଯିଏ ଯିବା ପରେ ଦୁଇଗୁଣ ହେଇଯାଉଥିଲା ତା ଭିତରେ ସବୁଠୁ ଭୟଙ୍କର ଅସ୍ତ୍ର ଥିଲା ବ୍ରହ୍ମଅସ୍ତ୍ର I ସବୁ ପ୍ରାନୀଗ୍ରନ୍ଥ ଚେତାବନୀ ଦେଇଥିଲେକି ଏହାକୁ ପ୍ରୟୋଗ କରାନଯାଉ I ଇଏ ଥରେ ପ୍ରୟୋଗ ହେଲେ ପୁରା ପୃଥିବୀକୁ ଧ୍ୱନ୍ସ କରିଦେବ I ଅସ୍ଵଥାମା ର ରହସ୍ୟ :ଗୁରୁଦ୍ରୋଣଙ୍କ ପୁତ୍ର ଅସ୍ଵଥାମା ଥିଲେ ଅସ୍ଵଥାମକୁ ଭଗବାନ ଶ୍ରୀକୃଷ୍ଣ ଅମରର ଅଭିଶାପ ଦେଇଥିଲେ I

କାହିଁକିନା ଯୁଦ୍ଧ ସମୟରେ ସେ ବ୍ରହ୍ମଅସ୍ତ୍ର ପ୍ରୟୋଗ କରିଥିଲେ I ଭଗବାନ ଶ୍ରୀକୃଷ୍ଣ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଲେକି ତୋ ଦେହରୁ ରକ୍ତର ଗନ୍ଧ ଆସିବ ଓ ତୁ ବେମାରରେ ପଡିକି ଅମର ରହିବୁ I ମଧ୍ୟପ୍ରଦେଶର ଏକ ଛୋଟ ସହର ରେ ବୁରାଣପୁରୁରେ ଅସ୍ଵଥାମାକୁ ଦେଖିଛନ୍ତି ବୋଲି କୁହନ୍ତି

Leave a Reply

Your email address will not be published. Required fields are marked *