ମେ 23 ରେ ନୟାଗଡ ନା ଇତିହାସ ରେ ଲେଖାହେବ,ନୟାଗଡ ରୁ ପ୍ରଚାର ଆରମ୍ଭ କରି ବିଜେଡି ଅଦଭୂତ ସଫଳତା ପାଇଲା

ନିର୍ବାଚନ ପ୍ରଚାର ପାଇଁ ସବୁଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି I ବିଜେଡି ର ପ୍ରଚାର ମଙ୍ଗ ନିଜେ ମୁଖ୍ୟମନ୍ତ୍ରୀ ସମ୍ଭାଳିଛନ୍ତି I ଆଜି ନୟାଗଡ ରେ ଶୁଭାରମ୍ଭ ଦେଇ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ Iତେବେ ସମାବେଶ ରେ ସାଂସଦ ସୌମ୍ୟ ପଟନାୟକ କହିଛନ୍ତି ଯେ ନୟାଗଡ ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବାରୁ ତାଙ୍କୁ ଧନ୍ୟବାଦ I ଦୁଇ ମାସ ଧରି ମୁଖ୍ୟମନ୍ତ୍ରୀ ବିଭିର୍ଣ୍ଣ ସମାବେଶ କରି ଲୋକଙ୍କ କଥା ବୁଝିଛନ୍ତି I ମେ 23ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ,ସେଦିନ ବିଜେଡି ର ଅଦଭୂତ ସଫଳତା ରେ ସାରା ଓଡ଼ିଶାରେ ଇତିହାସ ରେ ନୟାଗଡ ନା ଲିପିବଦ୍ଧ ହେଇ ରହିଯିବ ଯେ ନୟାଗଡ଼ରୁ ଆରମ୍ଭ ହେଇଥିବା ପ୍ରଚାର ରେ ବିଜେଡି ବିଜୟୀ ହେଇଚି I

Leave a Reply

Your email address will not be published. Required fields are marked *