ଵୃଦ୍ଧାଶ୍ରମ ରେ ନିଆରା ଭାବରେ ହୋଲି ପାଳିଲେ ଫ୍ରେଣ୍ଡସ ହେଲ୍ପ ଗ୍ରୁପ

ରଙ୍ଗର ପର୍ବ ହୋଲି ..ଏହି ରଙ୍ଗ ଅସରନ୍ତି ସ୍ନେହ ପ୍ରେମ ଭଲପାଇବା ଆଣିଦିଏ। ସବୁଆଡେ ହୋଲିକୁ ନେଇ ଆନନ୍ଦ ଉଲ୍ଲାସ ଖେଳିଯାଇଥିବା ବେଳେ ଏକ ନିଆରା ଢଙ୍ଗରେ ହୋଲି ଖେଳିଛନ୍ତି ସଦସ୍ୟ ମାନେ I ଫ୍ରେଣ୍ଡସ ହେଲ୍ପ ଗ୍ରୁପର ତରଫରୁ ସମସ୍ତ ସଦସ୍ୟ ଏକାଠି ହୋଇ ନୟାଗଡ ଓଡଗାଂଁ ପଥରା ନିକଟସ୍ଥ ବୃଦ୍ଧାଶ୍ରମ ରେ ଥିବା ଅନ୍ତେବାସୀ ମାନଙ୍କ ସହ ହୋଲିଉତ୍ସବ ପାଳନ କରିବା ସହିତ,କିଛିସମୟ ବିତାଇ ସେମାନଙ୍କ ମୁଁହରେ ହସ ଫୁଟାଇବାକୁ ଚେଷ୍ଟା କରିଥିଲେ I ନିଜ ପରିବାର ଲୋକଙ୍କୁ ହରାଇଥିବା ବୃଦ୍ଧ ବୃଦ୍ଧା ମାନେ ଫ୍ରେଣ୍ଡସ ହେଲ୍ପ ଗ୍ରୁପର ସଦସ୍ୟ ମାନଙ୍କୁ ପାଖରେ ପାଇ ଖୁସି ହେଇଥିଲେ I

Leave a Reply

Your email address will not be published. Required fields are marked *