ପାରାଦୀପ ରୁ ସମ୍ବିତ ,କଟକ ରୁ ଦେବାଶିଷ ,ଜାଣନ୍ତୁ ଆଉ କିଏ କେଉଁଠୁ

ବିଜେଡି ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥୀ ଘୋଷଣା ସରିଥିବା ଆଜି ତୃତୀୟ ପର୍ଯ୍ୟାୟ ପ୍ରାଥୀ ଘୋଷଣା ହେଇଛି I ଦଳରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ପୁରୁଣା ପ୍ରାଥୀ ଙ୍କ ଉପରେ ଭରଷା କରିଛି ଦଳ I ତେବେ ସବୁଠାରୁ ଚର୍ଚାରେ ଥିବା ପାରାଦୀପ ରେ ଦାମ ଙ୍କ ପୁଅ ସମ୍ବିତ ଙ୍କୁ ପ୍ରାଥୀ କରିଥିବା ବେଳେ ବଡଚଣା ପାଇଁ ଅମରଶଥପଥୀ,ବାରବାଟୀ କଟକ ପାଇଁ ଚର୍ଚିତ ଥିବା ଦେବାଶିଷ ସାମନ୍ତରାୟ ,ପୁରୀ ପାଇଁ ବଳିଷ୍ଠ ନେତା ମହେଶ୍ବର ମହାନ୍ତି ,ତିର୍ତ୍ତୋଲ ପାଇଁ ବିଷ୍ଣୁ ଦାସ ମନୋନୀତ ହେଇଥିବା ବେଳେ ଭଦ୍ରକ ପାଇଁ ସଞ୍ଜୀବ ମଲ୍ଲିକ,ପର୍ଶୁରାମ ଧଡା ସୋର ପାଇଁ ,ରାଜନଗର ପାଇଁ ଧ୍ରୁବ ସାହୁ ଙ୍କ ନାମ ଘୋଷଣା ହେଇଚି I ଘୋଷଣା ହେଇଥିବା 18ବିଧାନ ସଭା ପ୍ରାଥୀ ଙ୍କ ନାମ

Leave a Reply

Your email address will not be published. Required fields are marked *