ବରୀ ରେ ଦେବାଶିଷ ,ସୁଲୋଚନା ନିରାଶ I ବାଜି ମାରିନେଲେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା

ଗତକାଲି ବରୀ ଆସନ ପାଇଁ ପ୍ରାଥୀ ଙ୍କ ନାମ ଘୋଷଣା ହେଇଥିବା ବେଳେ ବରିଷ୍ଠ ନେତା ତଥା ବିଧାୟକ ଦେବାଶିଷ ଙ୍କୁ ଟିକେଟ ମିଳିନାହିଁ I ଅନ୍ୟପକ୍ଷେ ପ୍ରମୁଖ ଦାବିଦାର ଥିବା ତଥା କଂଗ୍ରେସ ଛାଡି ବିଜେଡି ରେ ମିଶିଥିବା ସୁଲୋଚନା ଦାସ ଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି I ସୁଲୋଚନା ଏହି ଆସନ ପାଇଁ ଆଖି ପକାଇଥିବା ବେଳେ ଦେବାଶିଷ ଦୃଢ଼ ଥିଲେ ଯେ ତାଙ୍କୁ ହିଁ ଦଳ ପ୍ରାଥୀ କରିବ ,ତେବେ ଦୁହିଁଙ୍କୁ ନିରାଶ ହେବାକୁ ପଡିଛି ,ବରିରୁ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ଟିକେଟ ଦେଇଛି ବିଜେଡି I ମିଳିଛି ବିଜେଡି ଟିକଟ ।

ବରିରେ ସ୍ୱାଧୀନ ପ୍ରାର୍ଥୀ ବିଶ୍ଵ ମଲିକ ଙ୍କ ସଙ୍ଗଠନ ବୃଦ୍ଧି ହେଉଥିବା ବେଳେ ସୁନନ୍ଦା ଥିଲେ ତାଙ୍କ ଖାସ ସମର୍ଥକ I ତେବେ ବିଶ୍ୱ ୟା ମଧ୍ୟରେ ବିଜେପି ରେ ସାମିଲ ହେଇସାରିଥିବା ବେଳେ ସୁନନ୍ଦା ବିଜେଡି ରେ ସାମିଲ ହେଇଥିଲେ ,ତେଣୁ ଦଳ ତାଙ୍କୁ ଟିକେଟ ଦେଇଛି I

Leave a Reply

Your email address will not be published. Required fields are marked *