ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି ବିଜେପି ର ପଦ୍ମ ଧରିଲେ

ବିଜେଡି ଛାଡିଥିବା ବରିଷ୍ଠ ନେତା ରଘୁନାଥ ମହାନ୍ତି ବିଜେପି ରେ ସାମିଲ ହେବେ ବୋଲି ଚର୍ଚା ହେଉଥିଲା ତେବେ ଆଜି ସବୁ ଚର୍ଚ୍ଚା ର ଅବସାନ ଘଟାଇ ରଘୁନାଥ ବିଜେପି ରେ ସାମିଲ ହେଇଛନ୍ତି I ବିଜେପି ର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସମେତ ପ୍ରମୁଖ ବରିଷ୍ଠ ନେତାଙ୍କ ଉପସ୍ତିତିରେ ରଘୁ ପଦ୍ମ ଧରିଛନ୍ତି I ବାଲେଶ୍ୱର ପାଇଁ ସେ ଇଛୁକ ଥିଲେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରିଥିଲା ,ଫଳରେ ବାଧ୍ୟ ହେଇ ବିଜେଡି ଛାଡିଥିଲେ ରଘୁ I ବାଲେଶ୍ୱର ବସ୍ଥାରୁ ରଘୁ ବିଜେପି ଟିକେଟ ରେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *