୨ କିମି ରାସ୍ତା ଚାଲିଚାଲି ଶୋଭାଯାତ୍ରା ପରେ ପ୍ରାର୍ଥିପତ୍ର ଦାଖଲ କଲେ କହ୍ନୈୟା କୁମାର

JNU ର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର ବିହାର ର ବେଗୁସରାଏ ରୁ ସି ପି ଆଇ ଟିକେଟ ରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ସେ ଆଜି ୨ କିମି ରାସ୍ତା ଚାଲି ଚାଲି ଯାଇ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଏହି ସମୟରେ ସହ ସହ ଲୋକ ତାଙ୍କ ସହ ସାଇକେଲ ଓ ବାଇକ୍ ରେ ରାଲି ରେ ଯାଇଥିଲେ।

ତେବେ ପ୍ରକାଶ ଥାଉ କୁ ପ୍ରଥମ ଥର ପାଇଁ ନିର୍ବାଚନ କୁ ଓହ୍ଲାଇଥିବା କହ୍ନୈୟା ଙ୍କ ଲଢ଼େଇ ବିଜେପି ର ବରିଷ୍ଠ ନେତା ଗିତିରାଜ ସିଂହ ଙ୍କ ସହ ହେବ।

Leave a Reply

Your email address will not be published. Required fields are marked *