‘ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି, ନା ବିକ୍ରି ହୋଇଛି’ ବୋଲି କହି କଂଗ୍ରେସ ଉପରେ ଖୁବ୍‌ ବର୍ଷିଲେ ମୋଦି

କାଠୁଆ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ବିଜେପି ପ୍ରାର୍ଥୀ ଙ୍କ ସମର୍ଥନ ରେ ମୋଦି କହିଛନ୍ତି – ମୁଁ ମୋଦି, ନାଆଁ ମୁଁ କାହା ସାମ୍ନାରେ ମୁଣ୍ଡ ନୁଆଁଇଛି ନା କାହା ପାଖରେ ନିଜକୁ ବିକ୍ରି କରିଛି। ମୁଁ ମୁଫତି ଏବଂ ଅବଦୁଲ ର ପରିବାରକୁ ଚାହେଁ। ଯେ କି କଂଗ୍ରେସ ର ରକ୍ତ ସଂକ୍ରମିତ ହୋଇଯାଇଛି। କଂଗ୍ରେସ ଜମ୍ମୁ କାଶ୍ମୀର ରୁ ସେନା କୁ ହଟାଇବାକୁ ଚାହୁଁଚି। କଂଗ୍ରେସ ପାକିସ୍ତାନ ସହ କଥାବାର୍ତ୍ତା କରିବାକୁ ଚାହେଁ। କଂଗ୍ରେସ ସେନା ମାନଙ୍କର ମନବଳ କୁ ଭାଙ୍ଗିବାକୁ ଚାହେଁ। ମୁଁ କ୍ୟାପଟେନ ଅମାରିନ୍ଦର ସିଂହ କୁ କେତେ ବର୍ଷରୁ ଜାଣିଛି। ମୁଁ ବୁଝିପାରୁ ଏହି ପରିବାର ର ଭକ୍ତି ପାଇଁ ତାଙ୍କ ଉପରେ କେଉଁ ପ୍ରକାର ଚାପ ପକାଇଥିବ।

ମୋଦି କହିଛନ୍ତି ଯେ ରାଷ୍ଟ୍ର ଭକ୍ତି ଓ ପରିବାର ଭକ୍ତି ମଧ୍ୟରେ ଫରକ୍ ରହିଛି। କଂଗ୍ରେସ ଅଧ୍ୟକ୍ଷ ଜାଲିଆନାୱାଲାବାଗ ଗଲେ। କିନ୍ତୁ ଭାରତ ସରକାର ଅଧିକୃତ କାର୍ଯ୍ୟକ୍ରମ ରେ ଉପରାଷ୍ଟ୍ରପତି ଙ୍କ ସହ ଯିବାକୁ ସେ ଠିକ୍ ମାନିନଥିଲେ। ଏହା ହେଉଛି ରାଷ୍ଟ୍ର ଭକ୍ତି ଓ ପରିବାର ଭକ୍ତି ମଧ୍ୟରେ ଫରକ।

ପ୍ରଧାନମନ୍ତ୍ରୀ କହିଥିଲେ ଉପ ରାଷ୍ଟ୍ରପତି ମହୋଦୟ ସରକାର ଅଧିକୃତ କାର୍ଯ୍ୟକ୍ରମ ରେ ଜଳିୱାନାୱାଲାବାଗ୍ ରେ ଶହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ର ମୁଖ୍ୟମନ୍ତ୍ରୀ ନଥିଲେ। ସେ ଏହି କାର୍ଯ୍ୟକ୍ରମ ର ବହିସ୍କାର ଏଥିପାଇଁ କରିଥିଲେ କାରଣ କଂଗ୍ରେସ ପରିବାର ର ଭକ୍ତି ରେ ସେ ମଗ୍ନ ଥିଲେ।

Leave a Reply

Your email address will not be published. Required fields are marked *