ତାମିଲ୍‌ନାଡୁରୁ ଭୋଟ୍‌ ଦେଲେ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ! ‍ଆମେରିକା ରୁ ଆସିଲେ ଭୋଟ ଦେବାକୁ

ଅଜି ସକାଳୁ ସୋସିଆଲ ମିଡିଆରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଙ୍କ ନାମରେ ଏକ ଗୁଜବ ଖବର ବୁଲିବାରେ ଲାଗିଛି। ପିଚଇ ଏବେ ବି ଭାରତରେ ଭୋଟ ଦେଉଛନ୍ତି ବୋଲି ଟୁଇଟର ବ୍ୟବହାରକାରୀ ମାନେ ଅନେକ ଟୁଇଟ କରିଥିବା ର ଦେଖିବାକୁ ମିଳିଛି।

କିନ୍ତୁ ଆମେ ଏଠାରେ ଆପଣ କୁ ଜଣାଇ ଦେଉଛୁ କି ଏହି ଖବର ର କୌଣସି ବି ସତ୍ୟାସତ୍ୟ ନାହିଁ। ଟୁଇଟର ରେ ଦେଖିବାକୁ ମିଳିଥିଲା କି ସୁନ୍ଦର ପିଚାଈ ତାମିଲନାଡୁ ର ସାଧାରଣ ନିର୍ବାଚନ ରେ ମତଦାନ କରିଛନ୍ତି। କିନ୍ତୁ ହ ସମ୍ପୂର୍ଣ୍ଣ ଗୁଜବ ଅଟେ।

ଆଜି ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ସୁନ୍ଦର ପୀଚାଇ ଭାରତୀୟ ଙ୍କ ଭିତରେ ମତଦାନ କୁ ନେଇ ସଚେତନତା ସୃଷ୍ଠି କରିବାକୁ ନେଇ ତାମିଲନାଡୁ ରେ ଭୋଟ ଦେଇଛନ୍ତି ବୋଲି ସକାଳୁ ଅନେକ ବ୍ୟବହାରକାରୀ ମାନେ ତାଙ୍କର ଏକ ଫଟୋ କୁ ଟୁଇଟର ରେ ସେୟାର କରି ଦାବି କରିଥିଲେ। କିନ୍ତୁ ପଛରେ ଜଣାପଡ଼ିଲା କୁ ଏକ ସମ୍ପୂର୍ଣ୍ଣ ମିଥ୍ୟା ଖବର।

ତେବେ ସେହି ଫଟୋ ଟି ହେଉଛି ୨ ବର୍ଷ ତଳର। ସୁନ୍ଦର ପୀଚାଈ ପଶ୍ଚିମବଙ୍ଗ ର ଇଣ୍ଡିଆନ୍ ଇନଷ୍ଟିଚୁ୍ୟସନ ଅଫ୍ ଖଡ଼ଗପୁର ଆସିଥିବା ବେଳର ଫଟୋ। ଏବଂ ଆପଣମାନେ ଜାଣି ରଖନ୍ତୁ କି ପିଚାଇ ଏବେ ଆମେରିକା ର ନାଗରିକ ଏବଂ ସେ ସେଠାରେ ଏବେ ଭୋଟ ଦେଉଛନ୍ତି।L

Leave a Reply

Your email address will not be published. Required fields are marked *