ଭୋଟ୍‌ ଦେବା ପୂର୍ବରୁ ମାଆଙ୍କ ଚରଣ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ମୋଦି ଅହମଦାବାଦ ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ଭୋଟ ଦେବା ପୂର୍ବରୁ ଗୁଜରାଟ ର ଗାନ୍ଧୀ ନଗର ସ୍ଥିତ ନିଜ ବାସ ଭବନ କୁ ଯାଇ ମା ଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେଇଛନ୍ତି।

ମା ହିରାବେନ୍ ଙ୍କ ସହ ମୋଦି ଜଳଖିଆ ମଧ୍ୟ କରିଛନ୍ତି। ହିରବେନ୍ ମୋଦି ଙ୍କ ଖୁଆଇ ଦେଉଥିବାର ଚିତ୍ର ମଧ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି।

ମା ପୁଅ ଙ୍କ ଏହି ଫଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇ ରାଲ୍ ମଧ୍ୟ ହେଉଛି।

Leave a Reply

Your email address will not be published. Required fields are marked *