ମୃତ୍ୟୁ ସହ ସଂଘର୍ଷ କରୁଥିବା ୬୮ ବର୍ଷିୟ କର୍କଟ ପୀଡ଼ିତ ଭୋଟ୍‌ ଦେଇ ପୂରା କଲେ ନାଗରିକ କର୍ତ୍ତବ୍ୟ

ଆସାମ ର ଗୌହାଟୀ ଠାରେ ଜଣେ ୬୮ ବର୍ଷୀୟ କର୍କଟ ପୀଡ଼ିତ ବୃଦ୍ଧ ନିର୍ବାଚନ ରେ ମତ ଦାନ କରି ନିଜ ନାଗରିକ୍ବ ସାବ୍ୟସ୍ତ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ନାମ ହେଉଛି ବସିର ଅଲ୍ଲୀ ଏବଂ ନିଜ ପିଲା ଦିନ ର ସାଙ୍ଗ ମୁକୁତ ଚୌଧୁରୀ ଙ୍କ ସହ ସେ ଭୋଟ ଦେବାକୁ ଆସିଥିଲେ।

ଗଣତନ୍ତ୍ର କୁ ସମ୍ମାନ ଜଣାଇ ଏହି ୬୮ ବର୍ଷୀୟ କ୍ୟାନ୍ସର ପୀଡ଼ିତ ବୃଦ୍ଧ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ସେ ଭୋଟ ଦେବାକୁ ଆସିଥିଲେ।

ସେ ଏବେ କ୍ୟାନ୍ସର ର ତୃତୀୟ ଷ୍ଟେଜ ରେ ଅଛନ୍ତି ଏବଂ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଯେଉଁ ଲୋକ ମାନେ ଠିକ୍ ଥାଇ ମଧ୍ୟ ଭୋଟ ଦେଇନାହାନ୍ତି ସେମାନଙ୍କ ପାଖରେ ଏହି ଖବର ସେୟାର କରି ପହଞ୍ଚାଇବା ଦାୟିତ୍ଵ ଆପଣକଂ ର।

ସେୟାର କରି ସମସ୍ତଙ୍କୁ ଭୋଟ ଦେବାକୁ ସଜାଗ କରନ୍ତୁ।

ନିଜ ନାଗରିକ୍ବ କୁ ସାବ୍ୟସ୍ତ କରନ୍ତୁ।

Leave a Reply

Your email address will not be published. Required fields are marked *