ଏହି ୫ଟି ଲକ୍ଷଣ ରୁ ଜାଣିପାରିବେ କି ଆପଣଙ୍କର ପୁନର୍ଜନ୍ମ ହେଇଛି I ପୁନର୍ଜନ୍ମ ର କିଛି ସଙ୍କେତ

ଦୁନିଆର ବହୁ ଧର୍ମରେ ପୁନର୍ଜନ୍ମ ଉପରେ ବିଶ୍ୱାସ କରାଯାଏ I ଯଦି କାହାର ମୃତ୍ୟୁ ହୁଏ ତାର ଆତ୍ମା ନୂଆ ଶରୀରରେ ପ୍ରବେଶ କରିଥାଏ I କୁହନ୍ତି ପିମ୍ପୁଡିଠୁ ନେଇ ଗଛ ପର୍ଯ୍ୟନ୍ତ କୌଣସିଭି ଜୀବ ରୂପରେ ଜନ୍ମ ନେଇପାରେ ଓ କିଛି ଲୋକ ମାନନ୍ତି ସବୁବେଳେ ମଣିଷ ରୂପରେ ଜନ୍ମ ନେଇଥାଏ Iତେବେ ପୁନର୍ଜନ୍ମ କୁ ନେଇ ଏପରି କୁହାଯାଇଛି କି ଯଦି ଏହି ସଙ୍କେତ କିଛି ଆସିଥାଏ ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କର ପୁନର୍ଜନ୍ମ ହେଇଛି I

1) ସ୍ବପ୍ନ ଆମେ ଦିନସାରା ଯାହା କାମ କରିଥାଉ ତା ସହ ଜଡିତ ସ୍ବପ୍ନ ଆମକୁ ଆସିଥାଏ I ଯଦି ଆପଣ କୌଣସି ବ୍ୟକ୍ତିକୁ ସ୍ୱପ୍ନରେ ଦେଖୁଛନ୍ତି ତା ସମ୍ଭବ ହୋଇପାରେ ତା ସହିତ କୌଣସୀନା କୌଣସି ଦିନ ଭେଟ ହେବ I ଯଦି ଆପଣ ଏମିତି ଏକ ବ୍ୟକ୍ତିକୁ ସ୍ୱପ୍ନରେ ଦେଖୁଛନ୍ତି ଯାହାକୁ ଆପଣ ଜାଣିନାହାନ୍ତି ତା ହେଉଛି ପୂର୍ବ ଜନ୍ମର ଭାବନା ହୋଇପାରେ I ଯଦି ଆପଣଙ୍କୁ ଲାଗୁଛିକି ଆପଣଙ୍କର ପୁନର୍ଜନ୍ମ ହେଇଛି ତାହେଲେ ନିଜକୁ ପ୍ରଶ୍ନ ପଚାରିବାକୁ ପଡିବକି ସ୍ୱପ୍ନରେ ଜଣକୁ ମରିବାର ଦେଖୁଛ ତାଛଡା ଗୋଟେ ସ୍ବପ୍ନ ଆପଣଙ୍କୁ ବାରମ୍ବାର ଆସୁଛି

I 2).ଜନ୍ମ ଚିହ୍ନ ଦୈନଦିନ ଜୀବନରେ କୌଣସି ଖଣ୍ଡିଆ କାରଣରୁ ଆମ ଶରୀରରେ ଚିହ୍ନ ଆସିଯାଏ I ଏମିତି ଚିହ୍ନ ଅଛି ଯାହା ଆମ ଶରୀରରେ ଜନ୍ମରୁ ଅଛି ଜଣେ ବୈଜ୍ଞାନିକ କହିଥିଲେ କି ଏହି ଚିହ୍ନ ପୂର୍ବ ଜନ୍ମରେ କୌଣସି ଖଣ୍ଡିଆ ବା କୌଣସି ରୋଗ କାରଣରୁ ବର୍ତମାନ ଜୀବନରେ ଆସିଥାଏ I ଠିକ ଏହି ଘଟଣା ଚର୍କରେ ଜନ୍ମ ନେଇଥିବା ଏକ ଛୁଆ ସହ ଘଟିଛି ଯାହାକୁ ତା ପୂର୍ବଜନ୍ମ ମନେ ଅଛି I ତାକୁ ଗୁଳି କରି ହତ୍ୟା କରିଦିଆଯାଇଥିଲା ଓ ସେହି ଛୁଆର କାନ ବହୁତ ଛୋଟ ଥିଲା ବର୍ତମାନ ଜନ୍ମରେ I

ସେହି ବ୍ୟକ୍ତିକୁ ଭି ଠିକ ଏହି ଜାଗାକୁ ଗୁଳି ମରାଯାଇଥିଲା I 3.)ଆମେ ସମସ୍ତେ ଜୀବନରେ କେଭେନା କେଭେ ଏପରି ଅନୁଭବ ହୁଏ କି ଆମ ସହ ବର୍ତ୍ତମାନ ଯେଉଁ ସବୁ ଘଟଣା ଘଟୁଛି ତାହା ପୂର୍ବରୁ ହେଇସାରିଛି I କୌଣସି ଅଜଣା ବ୍ୟକ୍ତିକୁ ଦେଖି ଲାଗେ ଯେମିତି ତା ସହ ଆଗରୁ ଭେଟ ହେଇଛି I କିଛି ଲୋକଙ୍କ ସହ ଏହା ବହୁ ମାତ୍ରାରେ ହେଇଥାଏ I ଏହି ଘଟଣା ପୂର୍ବଜନ୍ମର ସଂକେତ ହେଇପାରେ

I 4).ପ୍ରାକୃତିକ କଳା ଆମ ଶରୀରରେ କୌଣସୀନା କୌଣସି ଭଲ ଗୁଣ ନିଶ୍ଚୟ ଥାଏ I କିଛି ଲୋକଙ୍କ ଠାରେ ଛୋଟବେଳୁ ବହୁତ ପ୍ରତିଭା ଥାଏ ତାଙ୍କୁ ଶିଖାଇବାକୁ ପଡେନାହିଁ ସେ ସମୟ ସହିତ ନିଜେ ନିଜେ ବିକଶିତ ହୁଅନ୍ତି I ଉଦାହରଣ ହେଉଛି ବହୁ ବ୍ୟକ୍ତି ବହୁ ପ୍ରକାରର ଭାଷା କହିଦିଅନ୍ତି ଯାହାକୁ କହିବା ପାଇଁ ସେ କୌଣସି ଭି ଶିକ୍ଷା ନେଇନଥାନ୍ତି I

ଯେମିତି କୌଣସି ଛୋଟ ଛୁଆ ନିଜେ ଗୀତାର ବଜାଇଦିଏ ଏହାକୁ ଆଧାର କରି କହିପାରିବା ପୂର୍ବଜନ୍ମର କିଛି ଟ୍ୟାଲେଣ୍ଟ ବର୍ତମାନ ଜନ୍ମରେ କଳା ହିସାବରେ ମିଳିଛି I

5.ଆଖିଡୋଳା :ଆଖିଡୋଳା ଉପରେ ନିୟନ୍ତ୍ରଣ କରିବା ବହୁତ କଷ୍ଟ ହୋଇଥାଏ I ବେଳେବେଳେ ଏହା ନିଜ ପାଇଁ ବହୁତ ବିପଦଜନକ ହୋଇଥାଏ I ଆପଣ ଶୁଣିଥିବେ ବହୁ ଲୋକ କୁହନ୍ତି ତାଙ୍କୁ ଅଧିକ ଉଚ୍ଚା ଡର ଲାଗେ ଓ ଝିଟିପିଟିକୁ ଡର ଲାଗେ I ଯାହା ବର୍ତ୍ତମାନ ଜୀବନରେ ଏମିତି କିଛି ଘଟଣା ଘଟିନାହିଁ ଯେଉଁ କାରଣରୁ ଆପଣଙ୍କୁ ଡରିବାକୁ ପଡିବ ନାହିଁ ସମ୍ଭବ ହୋଇପାରେ ସବୁ ଡର ପୂର୍ବଜନ୍ମ ସହ ଯୋଡିଥାଇପାରେ I ପୂର୍ବଜନ୍ମରେ ଏମିତି ଘଟଣା ଘଟିଥିବ ଯେଉଁଥି ପାଇଁ ବର୍ତ୍ତମାନ ଜନ୍ମରେ ଏହି ସବୁ ଡର ରହିଆସିଛି I

Leave a Reply

Your email address will not be published. Required fields are marked *