କେନ୍ଦ୍ରାପଡ଼ାରେ ବୁଥ ରେ ସିସିଟିଭି ଲଗାଇବା କୁ ସିସିଟଭି ଲଗାଇବାକୁ ବିଜେଡିର ଦାବି

ଆସନ୍ତା ୨୯ ତାରିଖ ରେ ହବ କେନ୍ଦ୍ରାପଡ଼ା ର ବିଧାନ ସଭା ପାଇଁ ମତଦାନ। ଏହି ନିର୍ବାଚନ ରେ କଂଗ୍ରେସ ଓ ବିଜେପି ଗୁଣ୍ଡା ମାନଙ୍କ ଦ୍ଵାରା ବୁଥ କ୍ୟପଚରିଂ ହେବ ଆଶଙ୍କା କରି ବୁଥ ର ଅଧିକ ସୁରକ୍ଷା ପାଇଁ ବୁଥ ରେ ସିସିଟିଭି ଲଗାଇବା କୁ ନିର୍ବାଚନ କମିଶନ ର ମୁଖ୍ୟ ଅଧିକାରୀ ଙ୍କୁ ଜଣାଇଛି ବିଜେଡି।

ଏହା ସହିତ ନିର୍ବାଚନ ର ମୁଖ୍ୟ ଅଧିକାରୀ ସୁରେନ୍ଦ୍ର କୁମାର ଙ୍କୁ ବିଜେଡି ପ୍ରଦାନ କରିଥିବା ଅଭିଯୋଗ ରେ ଯେ ଅସତ୍ୟ ର ସାହାରା ନେଇ ବିଜୁ ଜନତା ଦଳ କୁ ବଦନାମ୍ କରିବା ପାଇଁ ଓ ଟିଭି ବାରମ୍ବାର ଯେଉଁ ଫେଜ୍ ନିଉଜ୍ ପ୍ରସାରଣ କରୁଛି ତା ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ୍।

ଏଥି ସହିତ ଆସନ୍ତା ୨୯ ତାରିଖ ରେ ହେବାକୁ ଯାଉଥିବା ମତଦାନ ରେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୩୧ ଟି ଗ୍ରାମପଞ୍ଚାୟତ ସହିତ ୯୧ ଟି ସମ୍ବେଦନଶୀଳ ବୁଥ ରେ କଂଗ୍ରେସ ଓ ବିଜେପି ର ଗୁଣ୍ଡା ମାନଙ୍କ ଦ୍ଵାରା ବୁଥ କ୍ୟପଚାରିଂ ହେବାର ଆଶଙ୍କା କରି ଅତିରିକ୍ତ ସୁରକ୍ଷା ବଳ ମୁତୟନ କରିବା ସହ ସେହି ସବୁ ବୁଥ ରେ ସିସିଟିଭି ଲଗାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି।

Leave a Reply

Your email address will not be published. Required fields are marked *