ଫୋନି ପାଇଁ ତିବ୍ବତ ଧର୍ମଗୁରୁ ଦଲାଇ ଲାମା ଙ୍କ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା।

୩ ମେ ଓଡ଼ିଶାରେ ଘଟିଯାଇଥିଲା ଏକ ଫୋନି ନାମକ ଝଡ଼।ଏଥିପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଓଡ଼ିଶାର ପୁରୀ,ଭୁବନେଶ୍ୱର।ସେଥିପାଇଁ ବହୁତ୍ ଲୋକମାନେ ଓଡ଼ିଶାକୁ ସାହାଯ୍ୟର ହାତ ବଢାଇଛନ୍ତି।

ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ତିବତିୟ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚିଠି ଲେଖିଛନ୍ତି।ଏହି ଫୋନି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *