‘ଲାୟନ କିଙ୍ଗ’ ରେ କିଙ୍ଗ ଖାଁଙ୍କ ଭୟସ

1994 ରେ ରିଲଜ ହେଇଥିବା ଡିସିନୀ ଆନିମେଟେଡ଼ ଫିଲ୍ମ ଲାୟନ କିଙ୍ଗର ନୂଆ ସିରିଜ ଆସିଛି ପରଦାକୁ।

ରୟାଲ ଫାଦର ମୁସଫା ଓ ପୁଅ ସିମ୍ବା ମଧ୍ୟରେ ଥିବା ଆବେଗଭରା ଭକପାଇବାକୁ ପୁଣି ଥରେ ଦର୍ଶକ ମାନେ ଦେଖିବାକୁ ପାଇବେ। ବିଶ୍ୱବ୍ୟାପି ମୁଭିଟି ଆଜି ରିଲିଜ ହେଇଥିବା ବେଳେ ଜନ ଫବେରୁ ଏହାର ନିର୍ଦେଶନା ଦେଇଛନ୍ତି।

ସବୁଠାରୁ ମଜାଦାର ବିଷୟ ହଉଛି ଏହାର ହିନ୍ଦୀ ଭର୍ଶନରେ ଶୁଣିବାକୁ ମିଳିବ କିଙ୍ଗ ଖାଁ ଶାହାରୁଖ ଓ ପୁଅ ଆରୀୟନଙ୍କ ଭଏସକୁ । ରୟାଲ ଫାଦର ମୁସଫା ଭୟସ ଶାହାରୁଖ ଦେଇଥିବା ବେଳେ ପୁଅ ସିମ୍ବା ଭୟସରେ ଅଛନ୍ତି ପୁଅ ଆରୀୟନ।

Leave a Reply

Your email address will not be published. Required fields are marked *