ମନ କିଣିନେଲେ ଆନ୍ଧ୍ର ଯୁବ ମୁଖ୍ୟମନ୍ତ୍ରୀ ଜଗମୋହନ ,ସମସ୍ତ ଶିଳ୍ପ ରେ ସ୍ଥାନୀୟ ବାସିନ୍ଦା ଙ୍କୁ ୭୫% ନିଯୁକ୍ତି

ସାଧାରଣତଃ ଏବେ ବିଶ୍ୱର ମୁଖ୍ୟ ସମସ୍ୟା ହେଉଛି ନିଯୁକ୍ତି I ବେକାର ଯୁବକ ଯୁବତୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ,ନିଯୁକ୍ତି ର ସୁଯୋଗ ନାହିଁ I ବେକାର ଯୁବକ ଯୁବତୀ ମାନେ ନିଜ ଅଞ୍ଚଳ ଛାଡି ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି I ସାଧାରଣତଃ ଯେଉଁ ଶିଳ୍ପ ତିଆରି ହେଉଛି ସେଠାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉନାହିଁ I ତେବେ ଏ କ୍ଷେତ୍ର ରେ ଏକ ନୂଆ ନିୟମ କରିଛନ୍ତି ର ଯୁବ ମୁଖ୍ୟମନ୍ତ୍ରୀ I

ରାଜ୍ୟରେ ଯେତେବି ଘରୋଇ ଶିଳ୍ପ ଅଛି ସେସବୁ ରେ ସ୍ଥାନୀୟ ଲୋକଙ୍କୁ ୭୫ ପ୍ରତିଶତ ନିଯୁକ୍ତି ଦିଆଯିବ ଏନେଇ ସରକାର ସଂରକ୍ଷିତ ଆଇନ ଆଣିଛନ୍ତି I ତେବେ ଏହା ହେଉଛି ସାରା ଭାରତ ରେ ପ୍ରଥମ ,ଏହିଭଳି ନିଷ୍ପତି କୁ ସବୁ ମହଲରୁ ପ୍ରସଂଶା କରାଯାଉଛି I

Leave a Reply

Your email address will not be published. Required fields are marked *