ବଡ ଖବର :ଏକା ସାଙ୍ଗରେ ଓଡ଼ିଶାରେ ସୁସ୍ଥ ହେଲେ 10ଜଣ କରୋନା ଆକ୍ରାନ୍ତ

ବଡ ଖବର ,ଏକା ସାଙ୍ଗରେ ସୁସ୍ଥ ହେଇଛନ୍ତି 10ଜଣ କରୋନା ଆକ୍ରାନ୍ତ ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି I ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଆଜି 10ଜଣ ସମ୍ପୂର୍ଣ୍ଣ ସୁସ୍ଥ ହେଇଛନ୍ତି ପୁନର୍ବାର ତାଙ୍କ କୋଭିଡ-19 ସ୍ୱାବ ପରୀକ୍ଷା କରାଯାଇଥିଲା ରିପୋର୍ଟ ରୁ ଜଣାପଡିଛି କି ରିପୋର୍ଟ ସମ୍ପୂର୍ଣ୍ଣ ନେଗେଟିଭ ଆସିଛି ଚିକିତ୍ସା ପରେ I ସମ୍ପୂର୍ଣ୍ଣ ସୁସ୍ଥ ହେଇଥିବା 10ଜଣ ହେଉଛନ୍ତି 5ଜଣ ଭୁବନେଶ୍ୱର ରୁ ,ଭଦ୍ରକ ର ଦୁଇ ଜଣ ଯାଜପୁର କଟକ ଏବଂ ପୁରୀ ର ଆକ୍ରାନ୍ତ I

ଚିକିତ୍ସା କରୁଥିବା ଡାକ୍ତର ଏବଂ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ I ସୂଚନା ଥାଉ କି ଗତକାଲି ବିଳମ୍ବିତ ରାତିରେ 4ଜଣ ଚିହ୍ନଟ ହେଇଥିଲେ ଏବଂ ସର୍ବମୋଟ 48ଜଣ ସଂକ୍ରମିତ ହେଇଥିବା ବେଳେ ଜଣେ ମୃତ ଏବଂ ଦୁଇଜଣ ସୁସ୍ଥ ହେଇଥିଲେ I ଏବେ ବର୍ତମାନ ଆଉ 35ଜଣ ଚିକିତ୍ସା ହେଉଛନ୍ତି I ` ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ କରନ୍ତୁ I

Leave a Reply

Your email address will not be published. Required fields are marked *