Homeଭଲ ଖବରବଡ ଖବର :ଏକା ସାଙ୍ଗରେ ଓଡ଼ିଶାରେ ସୁସ୍ଥ ହେଲେ 10ଜଣ କରୋନା ଆକ୍ରାନ୍ତ

ବଡ ଖବର :ଏକା ସାଙ୍ଗରେ ଓଡ଼ିଶାରେ ସୁସ୍ଥ ହେଲେ 10ଜଣ କରୋନା ଆକ୍ରାନ୍ତ

Published on

spot_img

ବଡ ଖବର ,ଏକା ସାଙ୍ଗରେ ସୁସ୍ଥ ହେଇଛନ୍ତି 10ଜଣ କରୋନା ଆକ୍ରାନ୍ତ ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି I ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଆଜି 10ଜଣ ସମ୍ପୂର୍ଣ୍ଣ ସୁସ୍ଥ ହେଇଛନ୍ତି ପୁନର୍ବାର ତାଙ୍କ କୋଭିଡ-19 ସ୍ୱାବ ପରୀକ୍ଷା କରାଯାଇଥିଲା ରିପୋର୍ଟ ରୁ ଜଣାପଡିଛି କି ରିପୋର୍ଟ ସମ୍ପୂର୍ଣ୍ଣ ନେଗେଟିଭ ଆସିଛି ଚିକିତ୍ସା ପରେ I ସମ୍ପୂର୍ଣ୍ଣ ସୁସ୍ଥ ହେଇଥିବା 10ଜଣ ହେଉଛନ୍ତି 5ଜଣ ଭୁବନେଶ୍ୱର ରୁ ,ଭଦ୍ରକ ର ଦୁଇ ଜଣ ଯାଜପୁର କଟକ ଏବଂ ପୁରୀ ର ଆକ୍ରାନ୍ତ I

ଚିକିତ୍ସା କରୁଥିବା ଡାକ୍ତର ଏବଂ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ I ସୂଚନା ଥାଉ କି ଗତକାଲି ବିଳମ୍ବିତ ରାତିରେ 4ଜଣ ଚିହ୍ନଟ ହେଇଥିଲେ ଏବଂ ସର୍ବମୋଟ 48ଜଣ ସଂକ୍ରମିତ ହେଇଥିବା ବେଳେ ଜଣେ ମୃତ ଏବଂ ଦୁଇଜଣ ସୁସ୍ଥ ହେଇଥିଲେ I ଏବେ ବର୍ତମାନ ଆଉ 35ଜଣ ଚିକିତ୍ସା ହେଉଛନ୍ତି I ` ଅଧିକ ଖବର ପାଇଁ ଆମ ଫେସବୁକ ପେଜ୍ କୁ ଲାଇକ କରନ୍ତୁ I

Latest articles

ଚାଲ୍ ଫେରିଯିବା ଗାଆଁ କୁ -ଦୁର୍ଗା ଶଙ୍କର

ଆ ଫେରିଯିବା ଗାଆଁ କୁ ଆପଣେଇ ମାଟି ମାଆ କୁ ସହରୀ ଜୀବନ ସଙ୍କଟ ରେ ଏଠି ରୋଗୀ ସେବା ଖାଲି ନାଆଁ...

ବଜ୍ରପାତରେ ଦୁଇଫାଳ ହେଇଗଲା ଗଛ ,ସନ୍ୟାସୀ ବାବା ଙ୍କୁ ବଞ୍ଚାଇଦେଲେ ଚଣ୍ଡି ମା

କୁହାଯାଏ ଡର କାହାକୁ ଭୟ କାହାକୁ ମା ଅଛି ଚାରି ବାହାକୁ I ଏମିତି ଏକ ଅଲୌକିକ ଘଟଣା...

ପୁଲୱାମା ବୀର ଶହିଦଦିବସ ଉଦେଶ୍ୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଙ୍ଗଠନ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:ପୁଲଓ୍ୱାମା ଆକ୍ରମଣକୁ ଆଜି ଦୁଇ ବର୍ଷ ପୁରିଥିବା ବେଳେ ଏହି ଘଟଣାଟି ସତେ ଯେପରି ଆଜି ହେଇଥିବା ଭଳି...

ବ୍ଲକ ପରିସରରୁ ଶାଗୁଆନ ଗଛ ଚୋରି ଘଟଣା ସମିତି ଅଧ୍ୟକ୍ଷାଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ

ସତ୍ୟବାଦୀ ବ୍ଲକ ପରିସରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଛ ଚୋରି ଘଟଣାରେ ସମିତି ଅଧ୍ୟକ୍ଷାଙ୍କ ସମେତ ୩...

More like this