ବୀର ସହିଦ ଯବାନ ଙ୍କୁ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଦେଲେ ଆମ୍ ଆଦମୀ ପାର୍ଟି ସଭ୍ୟବୃନ୍ଦ

Odishaexclusive ବ୍ୟୁରୋ /ରାଉରକେଲା ; ସୀମା ରେ ଚାଇନା ପିଏଲଏ ଏବଂ ଭାରତୀୟ ଯବାନ ଙ୍କ ଭିତରେ ଲଢେଇ ରେ ଚାଇନା ର 43 ଜଣ ସୈନ୍ୟ ମୃତ ହେଇଥିବା ବେଳେ ଭାରତ 20ଜଣ ଯବାନ ଙ୍କୁ ହରେଇଛି I ବୀର ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆଜି ଓଡିଶା ଆମ୍ ଆଦମୀ ପାର୍ଟି ସୁନ୍ଦରଗଡ ଜିଲ୍ଲା ତରଫରୁ ଏକ ମହମବତୀ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି I ସୁନ୍ଦରଗଡ ଜିଲ୍ଲା ଯୁବ ସଭାପତି ରବୀନ୍ଦ୍ର ସେଠି ,ଛାତ୍ର ୟୁବ ସଂଘର୍ଷ ସମିତି ସଭାପତି ସନ୍ତୋଷ କୁମାର ବେହେରା ଏବଂ ସାର୍ଥକ ମହାନ୍ତି ,ପାର୍ଥ ସାରଥୀ ଦାସ ,ପ୍ରିତମ ଜୟପୁରିଆ ,ମୁକେଶ ,ସୁନୀଲ ,ସିଧନ କୁମାର ପ୍ରମୁଖ ଆମ୍ବଗାନ ଛକ ରେ ଯୋଗ ଦେଇ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ I

Leave a Reply

Your email address will not be published. Required fields are marked *