Home ଆପଣଙ୍କ ଖବର ବୀର ସହିଦ ଯବାନ ଙ୍କୁ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଦେଲେ ଆମ୍ ଆଦମୀ ପାର୍ଟି...

ବୀର ସହିଦ ଯବାନ ଙ୍କୁ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଦେଲେ ଆମ୍ ଆଦମୀ ପାର୍ଟି ସଭ୍ୟବୃନ୍ଦ

Odishaexclusive ବ୍ୟୁରୋ /ରାଉରକେଲା ; ସୀମା ରେ ଚାଇନା ପିଏଲଏ ଏବଂ ଭାରତୀୟ ଯବାନ ଙ୍କ ଭିତରେ ଲଢେଇ ରେ ଚାଇନା ର 43 ଜଣ ସୈନ୍ୟ ମୃତ ହେଇଥିବା ବେଳେ ଭାରତ 20ଜଣ ଯବାନ ଙ୍କୁ ହରେଇଛି I ବୀର ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆଜି ଓଡିଶା ଆମ୍ ଆଦମୀ ପାର୍ଟି ସୁନ୍ଦରଗଡ ଜିଲ୍ଲା ତରଫରୁ ଏକ ମହମବତୀ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି I ସୁନ୍ଦରଗଡ ଜିଲ୍ଲା ଯୁବ ସଭାପତି ରବୀନ୍ଦ୍ର ସେଠି ,ଛାତ୍ର ୟୁବ ସଂଘର୍ଷ ସମିତି ସଭାପତି ସନ୍ତୋଷ କୁମାର ବେହେରା ଏବଂ ସାର୍ଥକ ମହାନ୍ତି ,ପାର୍ଥ ସାରଥୀ ଦାସ ,ପ୍ରିତମ ଜୟପୁରିଆ ,ମୁକେଶ ,ସୁନୀଲ ,ସିଧନ କୁମାର ପ୍ରମୁଖ ଆମ୍ବଗାନ ଛକ ରେ ଯୋଗ ଦେଇ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ I

LEAVE A REPLY

Please enter your comment!
Please enter your name here

- Advertisment -

Most Popular

କରୋନା ମହାମାରୀ ରେ ମିଳୁନି କାମ ,ଏମିତି ଅଛନ୍ତି ଇଣ୍ଟରନେଟ୍ ସେନ୍ସେସନ୍ ରାନୁ ମଣ୍ଡଳ

ଟ୍ରେନ ଷ୍ଟେସନ ରୁ ବୁଲି ବୁଲି ଜୀବନ ବିତାଉଥିବା ରାନୁ ମଣ୍ଡଳ ଅଚାନକ ’ଏକ ପ୍ୟାର କା ନଗମା…ଗୀତ ଗାଈ ସୋସିଆଲ ମିଡିଆରେ ଚହଳ ପକାଇଦେଇଥିଲେ I ଦିନକୁ ଦିନ ତାଙ୍କ ଫ୍ୟାନ...

180 ଯାତ୍ରୀ ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆର ପାରିକି ଚାଲିଗଲେ ଗୋଲ୍ଡ ମେଡ଼ାଲିଷ୍ଟ ପାଇଲଟ

ଗତକାଲି ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରି ନପାରି ତଳେ ଖସି ପଡି ଦୁଇ ଖଣ୍ଡ ହେଇଯାଇଥିବା ବେଳେ ବର୍ତମାନ...

ଓଟିଭିକୁ ନୋଟିସ ସହିତ ଥାନାରେ FIR ଦେଲା ବିଏମସି

ଓଟିଭି ଭୁଲ ଖବର ପ୍ରସାରଣ କରିଥିବା ନେଇ ଅଭିଯୋଗ କରି ନୋଟିସ ପଠାଇଛି ବିଏମସି I ଗତକାଲି ଦୁଇ ବନ୍ଧୁ ଙ୍କ ବାର୍ତାଳାପ ର ଏକ ଭିଡିଓ ଓଟିଭି ରେ ପ୍ରକାଶିତ ହେଇଥିଲା...

ନାଗ ପଞ୍ଚମିରେ ନାଗ କୁ ମାରିଥିବା ଗାଁ ରେ 26 ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା ନାଗୁଣୀ

ସାଧାରଣତଃ ଆପଣ ପୁରାଣ ଗଳ୍ପ ବା ଫିଲ୍ମ ରେ ଦେଖିଥିବେ କି ନାଗ କୁ ହତ୍ୟା କଲେ ନାଗୁଣୀ କିଭଳି ପ୍ରତିଶୋଧ ନିଏ କିନ୍ତୁ ବାସ୍ତବ ରେ ଏମିତି ଏକ ସତ ଘଟଣା...